ଗ୍ରାମବାସୀଙ୍କ ଦ୍ୱାରା ମରାମତି ହେଲା ରାସ୍ତା

ବୌଦ୍ଧ /ବାଉଁଶୁଣୀ,୭/୯- ବୌଦ୍ଧ ବ୍ଲକ୍‌ ମନୁପାଲି ଗ୍ରାମ ପଂଚାୟତର ଜମଟାଙ୍ଗୀ ଠାରୁ ମନୁପାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁଦିନରୁ ଖାଲଖମାରେ ପରିଣତ ହୋଇରହିଥିଲା । ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଗମନାଗମନ କଷ୍ଟକର ହୋଇ ପଡୁଥିଲା । ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡୁନଥିବା
Read More...

ଭାରସାମ୍ୟ ହରାଇ ଗଛରେ ଧକ୍କା ଦେଲା ଟାଟା ଏସିଇ

ବୌଦ୍ଧ / ଜନ୍ହାପଙ୍କ - ଆଜି ସକାଳ ପ୍ରାୟ 5 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ତେଲିବନ୍ଧ ନିକଟସ୍ଥ ପଲସାବୁରୀ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଟାଟା Ace ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କଟକରୁ ବରଗଡ ଜିଲ୍ଲାର ବିଜେପୁର
Read More...

ବାଇକକୁ ପଛରୁ ଧକ୍କା ଦେଲା ବାଇକ, ବାପ ଝିଅ ଗୁରୁତର

ବୌଦ୍ଧ - ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଜାଲପାଲି ଛକ ନିକଟରେ ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ ପଛ ପାଖରୁ ଧକ୍କା ଦେବାରୁ ଦୁର୍ଘଟଣା ଘଟି ବାପ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଶିମିଳିପଦର ଗ୍ରାମର ସୁଶାନ୍ତ
Read More...

ଭାରସାମ୍ୟ ହରାଇ ବୋଲେରୋ ପିକଅପ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଚାରିଛକ ଓ ପୁରୁଣା କଟକ ମଝିରେ ଦିଗସିରା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛରେ ବାଡେଇ ହୋଇ ଗୋଟିଏ ବୋଲେରୋ ପିକଅପ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପାଇପ ବୋଝେଇ ଗୋଟିଏ
Read More...

ତହସିଲଦାରଙ୍କ ଦ୍ବାରା ୩୦୦ ବସ୍ତା ସାର ସହ ଟ୍ରକ୍ ଅଟକ

ବୌଦ୍ଧ - ଆଜି ଅପରାନ୍ହରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ପ୍ରାୟ 300 ବସ୍ତା ସାର ସହ ଗୋଟିଏ ଟ୍ରକକୁ ଅଟକ ରଖି ମନମୁଣ୍ଡା ଥାନାକୁ ଜିମାରେ ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ଗ୍ରାମରେ ସାର ବ୍ୟବସାୟୀ
Read More...

ସମ୍ବଲପୁର ଓ ଝାରସୁଗୁଡା ଦ୍ବୈତଜିଲ୍ଲା ପାଇଁ ଗଠିତ ହେଲା ଫେକ୍ଟ ଫାଇଣ୍ଡିଙ୍ଗ ଟିମ

ସମ୍ବଲପୁର,୬/୯- ବିଗତ ତିନି ଦଶନ୍ଧି ଧରି ସମ୍ବଲପୁର ଓ ଝାରସୁଗୁଡା ଦ୍ବୈତଜିଲ୍ଲାରେ ଗଢି ଉଠିଛି ଅନେକ ବୃହତ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ । କିନ୍ତୁ ପରିତାପର ବିଷୟ ଯେ ଜିଲ୍ଲାବାସୀଙ୍କୁ ଏହାର କୌଣସି ସୁଫଳ ପରିବର୍ତ୍ତେ କୁଫଳ ଭୋଗିବାକୁ ପଡୁଛି । ଅନେକ ଆଶାନେଇ ଜଳ, ଜଙ୍ଗଲ ଓ ଜମି
Read More...

ସମ୍ବଲପୁରରେ ଆଜି ପୁଣି ନୂଆ ୮୩ ପଜିଟିଭ ଚିହ୍ନଟ: କରୋନା ଯୋଗୁଁ ମୃତ୍ୟୁ ସ°ଖ୍ଯାକୁ ନେଇ ଦ୍ବନ୍ଦ ଓ ଉଦବେଗ

ସମ୍ବଲପୁର,୬/୯- ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ନୂଆ ୮୩ ଜଣ ପଜିଟିଭ ଚିହ୍ନଟ ହେଲା ପରେ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୨୯୮ ରେ ପହଞ୍ଚିଲା । ସମଗ୍ର ରାଜ୍ୟରେ କରୋନା ତାହାର କାୟା ଦୃତ ଗତିରେ ବିସ୍ତାର କରୁଥିବା ସମୟରେ ସମ୍ବଲପୁର ରେ ଯଥାସମ୍ଭବ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସାଧାରଣଙ୍କ
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଦାରିଙ୍ଗବାଡ଼ି,୬/୯: ଦାରିଙ୍ଗବାଡ଼ି ବ୍ଲକର ଏକ ଦୈନିକ ଖବର କାଗଜର ସାମ୍ବାଦିକ ଅରୁଣ କୁମାର ସାହୁ ଙ୍କ ପିତା ପ୍ରଫୁଲ କୁମାର ସାହୁ(୮୨)ଙ୍କର ରବିବାର ଦିନ ସକାଳ ସମୟରେ ତାଙ୍କ ବାସଭବନ ସିମନବାଡ଼ି ଠାରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଦାରିଙ୍ଗବାଡ଼ି ଅଂଚଳର ବହୁ ଲୋକ ଶୋକ ପ୍ରକାଶ କରିଛନ୍ତି ।
Read More...

ଗଜପତିରେ ପୁଣି ୨୦ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୦ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୪ ଜଣ, କାଶୀନଗର ବ୍ଳକରୁ ୨ ଜଣ, ପାରଳା ପୌର ପରିଷଦରୁ ୩ ଜଣ,ମୋହନା ବ୍ଲକରୁ ୬ ଜଣ,ରାୟଗଡ ବ୍ଲକରୁ ୩ ଜଣ, ଆର ଉଦୟଗିରି ବ୍ଳକ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ୍

କ.ନୂଆଗାଁ-କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ରାମେଶ୍ୱର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଆର୍‌.କେ.ଡି ଠିକା ସଂସ୍ଥାର OR02BA3165ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ କ.ନୂଆଗାଁ ପୁରୁଣା ସାହିର ଦିଲ୍ଲୀପ
Read More...