ସମ୍ବଲପୁରରେ ଆଜି ୮୦ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୪/୯- ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୨ ହୋଇଛି, ଏମାନଙ୍କ ମଧ୍ୟରୁ ୧୫ଜଣଙ୍କ ମୃତ୍ୟୁ ଓ ୨୩୦୭ ଜଣ
Read More...

ଗଜପତିରେ ପୁଣି ୧୮ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୪/୯- ଗଜପତିରେ ପୁଣି ୧୮ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଲକରୁ ଜଣେ, କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୨ ଜଣ, ମୋହନା ବ୍ଲକରୁ ୮ ଜଣ ,ନୂଆଗଡ ବ୍ଲକରୁ ୪ ଜଣ, ଗଜପତି ଜିଲ୍ଲାର ୨ଜଣ
Read More...

ବୌଦ୍ଧ : ୭୦୦ ପାର୍‌କଲା କରୋନା, ଆଜି ଦିନକରେ ୪୪ ଚିହ୍ନଟ

ବୌଦ୍ଧ,୪/୯ - ଆଜି ବୌଦ୍ଧ ଜିଲ୍ଲାରେ କରୋନା ୭୦୦ ପାର୍‌କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରେ ୪୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ୍‌ କୁଶଙ୍ଗ ଗ୍ରାମରୁ ୧୭
Read More...

କରୋନା ସମୟରେ ଚିତ୍ରକାରଙ୍କୁ ରୋଜଗାରକ୍ଷମ କରାଇଛି ଚିତ୍ରକଳା

ପାରଳାଖେମୁଣ୍ଡି,୪/୯- ରାଜ୍ୟ ସରକାର କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ବିଭାଗ ପକ୍ଷରୁ ପାରଳା ପୌରପରିଷଦରେ ଆର୍ବନ ୱେଜେସ ଏମପ୍ଲଇ ସ୍କିମ ଜରିଆରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି
Read More...

ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ଦିଗହରା !

ବୌଦ୍ଧ,୪/୯ - କୃଷି ପାଇଁ ଜଳ ସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଆରମ୍ଭ କରିଥିଲେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ l ଉଠା ଜଳ ସେଚନ ବିଭାଗ ଜରିଆରେ ଏ କାର୍ଯ୍ୟକ୍ରମ ରୁପlୟନ କରାଯାଉଛି l ବୌଦ୍ଧ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କିଭଳି ଚାଲିଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ବଉଦ
Read More...

ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ମହାନ ଜନନାୟକ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କୁ…

ପାରଳାଖେମୁଣ୍ଡି,୩/୯- ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡିରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ମହାନ ଜନନାୟକ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଜିଲ୍ଲା
Read More...

ବୌଦ୍ଧସହରର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୩/୯ – ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ
Read More...

କନ୍ଧମାଳରେ ଆଜି ୪୪ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:୩/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୩୦୧ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୧୯୬୬ଜଣ ସୁସ୍ଥ ହୋଇ ସେମାନଙ୍କ ର
Read More...

ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ଗୁରୁତର ଆହତ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ସବୁବେଳେ ଚର୍ଚ୍ଚାରେ । ବର୍ଷାଦିନେ ଜିଲ୍ଲାର ୬୦ ପ୍ରତିଶତ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ପାରେ ନାହିଁ । ଆଜି ସେଭଳି ଗୋଟିଏ ଘଟଣା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଶରଧାପୁର ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ
Read More...

ବୌଦ୍ଧ : ସବୁ କଟକଣା ଉଠିଲା, ହେଲା କୋଭିଡ ପୂର୍ବର ସ୍ଥିତି ଭଳି

ବୌଦ୍ଧ : ଅନ୍‌ଲକ ୪ ଅବସରରେ ସେପ୍ଟେମ୍ବର ୧ ତାରିଖରେ ଜିଲ୍ଲାପାଳ ଦୋକାନ ବଜାର, ହୋଟେଲ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପାଇଁ ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ସେଥିରେ ଆଜି କିଛି ସଂଶୋଧନ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠି ଆଧାରରେ ଦୋକାନ ବଜାର ଦିନରାତି
Read More...