ବୌଦ୍ଧ: ଆହୁରି କୋହଳ ହେଲା ଲକ୍‌ଡାଉନ ସମୟ

ବୌଦ୍ଧ,୧/୯-ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେପ୍‌ଟେମ୍ବର ପହିଲାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍‌ କଟକଣାକୁ ଟିକିଏ କୋହଳ କରିଛନ୍ତି । ଗତ ଅଗଷ୍ଟ ୧୬ ତାରିଖଠାରୁ ଅଗଷ୍ଟ ଶେଷ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ
Read More...

କାର୍‌ ଧକ୍କାରେ ବାଳିକା ଗୁରୁତର

ବୌଦ୍ଧ,୧/୯ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ନିକଟରେ କାର୍‌ ଧକ୍କାରେ ଜଣେ ବାଳିକା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ଛକ ନିକଟରେ ମନୀଷା
Read More...

ଲଦାଖରେ ପୁଣି ଉତ୍ତେଜନା

ଲଦାଖ : ଲଦାଖରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍‌ର ସୈନିକମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତର ଯବାନ୍‌ମାନେ ତାହାକୁ ସଫଳତାର ସହ ବ୍ୟର୍ଥ କରିଛନ୍ତି । ଉତ୍ତେଜନା ଦେଖାଦେଇଥିବାରୁ ସୀମାନ୍ତରେ ଭାରତ ଯୁଦ୍ଧ ଟ୍ୟାଙ୍କ ମୁତୟନ
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି "ଭାରତ ରତ୍ନ' ପ୍ରଣବ ମୁଖାର୍ଜୀଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀସ୍ଥିତ ଲୋଧିଘାଟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ପୁଅ ଅଭିଜିତ୍‌ ମୁଖାଗ୍ନି ଦେଇଥିଲେ । ଏହା ପୂର୍ବରୁ
Read More...

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ କଣ୍ଟାମାଳ ବ୍ଲକ୍‌ ଶୁଣ୍ଢୀପଦର ଗ୍ରାମ ପଂଚାୟତ ଧୁଙ୍ଗିଆପଦର ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧୁଙ୍ଗିଆପଦର ଗ୍ରାମର ଶୁକୃ ନାଏକ (୨୫ ବର୍ଷ ) ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ
Read More...

ବିଷଧର ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ /ଜହ୍ନାପଙ୍କ- ଗୋଟିଏ ବିଷଧର ସାପ କାମୁଡାରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ତେଲିବନ୍ଧ ଗ୍ରାମର ରାମଚନ୍ଦ୍ର ହୋତାଙ୍କ ପୁଅ ମିତ୍ରଭାନୁ ହୋତା ( 25)ବର୍ଷ ଗତକାଲି ଅପରାନ୍ହ ପ୍ରାୟ ଘ 2. 30 ମିନିଟ ସମୟରେ ନିଜ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୋନପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଜରି ପାଇଁ ରାସ୍ତାରୋକ, ପ୍ରତିଶ୍ରୁତି ପରେ ଲୋକେ ହେଲେ ଶାନ୍ତ

ବୌଦ୍ଧ : ଗତ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଘର ଉପରେ ଟାଣିବା ପାଇଁ ଯେଉଁ ଜରି ପାଲ ଦିଆଯାଏ ତାହା ମଧ୍ୟ ଲୋକଙ୍କୁ ମିଳୁନାହିଁ । ହରଭଙ୍ଗା ତହସିଲ ଅନ୍ତର୍ଗତ୍ ବୀରନରସିଂହପୁର ରାଜସ୍ୱ
Read More...

ଆବୁଧାବିରେ ପହଞ୍ଚିଲେ ପ୍ଲେସିସ୍‌, ରାବଡା

ଦୁବାଇ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାର ତିନି ଭେଟେରାନ୍‌ କ୍ରିକେଟର ଏପ୍‌ଡି ପ୍ଲେସିସ୍‌, ଏଲ୍‌ ଏନ୍‌ଗିଡି ଓ କାର୍ଗିସୋ ରାବଡ଼ା । ମଙ୍ଗଳବାର ଭୋର ସମୟରେ ଆସି ପହଞ୍ଚିଥିବା ଏହି ଖେଳାଳିମାନେ ନିର୍ଦ୍ଧାରିତ ହୋଟେଲକୁ ଯାଇଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲ
Read More...

ଧୋନି ବିଚଳିତ ହେବା ବ୍ୟକ୍ତି ନୁହଁନ୍ତି

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ସେ କେବଳ ଜଣେ ଭଲ ଖେଳାଳି ନୁହଁନ୍ତି, ବରଂ ଭଲ ମଣିଷ ମଧ୍ୟ । କୌଣସି ପରିସ୍ଥିତିରେ ସେ ବିଚଳିତ ହୋଇନଥାନ୍ତି । ବରଂ ଖେଳାଳିମାନଙ୍କୁ ମାନସିକ ବଳ ଦେଇଥାନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି,
Read More...