କୁମାରୀ ବଡଯୋର ନାଳ ଉପରେ ପୋଲ ନିର୍ମାଣ ଦାବି
ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଅବହେଳିତ ହରଭଙ୍ଗା ବ୍ଲକର ହରଭଙ୍ଗାଠାରୁ ଅତଲସରା ଭାୟା କୁମାରୀ ଦେଇ ଯାଇଥିବା ଜଗନ୍ନାଥ ସଡକର ଆଜି ପର୍ଯ୍ୟନ୍ତ କୌମସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ । ଫଳରେ ଦେଶ!-->…
Read More...
Read More...