କୃତଜ୍ଞତା ଜଣାଇଲେ ବିଧାୟକ
ନୟାଗଡ଼ - ପଞ୍ଚମ ଥର ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥି ନିମନ୍ତେ ସେ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକ ମାନଙ୍କ ଦୁଃଖ ସୁଖରେ ସାମିଲ ହେବା ସହିତ ଜନତାଙ୍କୁ କୃତଜ୍ଞତା ଜଣାଉଛନ୍ତି । ଆଜି ନୟାଗଡ଼ ବ୍ଲକର ନବଘନପୁର, ଲେଙ୍କୁଡ଼ିପଡ଼ା,!-->…
Read More...
Read More...