ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ଥିତି ପୁଣି ସଙ୍କଟାପନ୍ନ: ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ରହିଛି

ସମ୍ବଲପୁର:ଆଜିକାର ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୧୪୫ ଘୋଷଣା କରାଯାଇଛି ଓ ଏହା ସହିତ ସମ୍ବଲପୁର ମହାନଗର ଅଂଚଳର ପୁଣି ସଙ୍କଟାପନ୍ନ ହୋଇଛି । ଏଠାରେ ଗତ ପ୍ରାୟ ଦଶ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନେକାଂଶରେ ନିୟନ୍ତ୍ରଣରେ ରହିଲା ପରେ ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଆଜି ଗଣେଶ
Read More...

ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୫ ଜଣ, ଗୁମ୍ମାବ୍ଳକରୁ ୭ ଜଣ, ପାରଳା ପୌର ପରିଷଦରୁ ୨୨ ଜଣ, ଆର ଉଦୟଗିରି ବ୍ଳକରୁ ୧୦ଜଣ, ରାୟଗଡ ବ୍ଳକରୁ ୪ଜଣ, ମୋହନା ବ୍ଳକରୁ ୫ ଜଣ, କାଶୀନଗର
Read More...

ବୌଦ୍ଧ : ଆଜି ନୂଆ ୬ ପଜିଟିଭକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା ୫୧୬ ହେଲା

ବୌଦ୍ଧ,୨୨/୮ - ବୌଦ୍ଧଜିଲ୍ଲାରେ ଆଜି ନୂଆ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୬ ଜଣ ନୂତନ ପଜିଟିଭକୁ ମିଶାଇଲେ ଜିଲ୍ଲାରେ ମୋଟ୍‌ କରୋନା ପଜିଟିଭ ସଂଖ୍ୟା ୫୧୬ ହେଲା । ଆଜି ଚିହ୍ନଟ ହୋଇଥିବା ୬ ଜଣ ମଧ୍ୟରୁ ବୌଦ୍ଧ
Read More...

କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

ଜନହାପଙ୍କ: ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ୫୭ର ତେଲିବନ୍ଧ ବାହାଲ ପୋଲ ନିକଟରେ ଆଜି ସକାଳ ଭୋର ୪ ଟା ରେ ଏକ କାର ଓଡି ୩୩ ଜେଡ ୫୬୬୭ ଭାରସାମ୍ୟ ହରାଇ ରାସ୍ତା କଡରେ ବିଲ ମଧ୍ୟକୁ ପଶି ଯାଇଛି । ଏଥିରେ ଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେହି ଆହତ ହୋଇନଥିବା ଜଣାଯାଇଛି
Read More...

ବ୍ୟକ୍ତିଗତ ଘରୋଇ ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ସଚ୍ଛ ଭାରତ ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳର ଗରୀବ ପରିବାରକୁ ସମ୍ପୁର୍ଣ୍ଣ ମାଗଣାରେ ସରକାର ୧୨ ହଜାର ଟଙ୍କାରେ ବ୍ୟକ୍ତିଗତ ଘରୋଇ ପାଇଖାନା ଯୋଗାଇ ଦେଉଛନ୍ତି । ଏ ଯୋଜନା ମାଧ୍ୟମରେ ଜିଲ୍ଲାର ସମସ୍ତ ପରିବାରକୁ ପାଇଖାନା ଯୋଗାଇଦେବାକୁ ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ
Read More...

ଦାରିଙ୍ଗବାଡି ଅଂଚଳରେ ଚୋର ଦେଶୀ ମଦ କାରବାର ବୃଦ୍ଧି : ଅବକାରୀ ବିଭାଗ ଚୁପ,ତାତିଲେ ଯୁବକ ଓ ନାରୀ ସଂଘ

ଦାରିଙ୍ଗବାଡି : କରୋନା ଭଳି ଏକ ମହାମାରୀ ସମୟରେ ଦାରିଙ୍ଗବାଡି ଅଂଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚୋରା ଦେଶୀ ମଦ କାରବାରକୁ ରୋକିବା ଦିଗରେ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ଯୁବକ ସଂଘ ଓ ନାରୀ ସଂଘ ମାନେ ମଦ ବନ୍ଦ କରିବାକୁ ପ୍ରୟାସ
Read More...

ପିକଅପ୍ ଧକ୍କାରେ ବାଇକ ଚାଳକ ଆହତ

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ର ଚାରିଛକଠାରେ ଗତକାଲି ଅପରାହ୍ନରେ ଗୋଟିଏ ପିକଅପ୍ ସହ ବାଇକର ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଭିଡ୍ ଭୁବନେଶ୍ୱରର କିମସ କିମ୍ସ କୋଭିଡ୍ ହସପିଟାଲର ଗୋଟିଏ ପିକଅପ୍ ଭେନ ଓଡି୦୨ ବି ଏ ୮୨୪୪
Read More...

ନୁଆଁଖାଇ ପାଇଁ ଗରୀବ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବୌଦ୍ଧ - କଣ୍ଟାମାଳ ବ୍ଲକ୍ ସ୍ଥିତ ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର୍ ଡ କରୁଣାକର ନନ୍ଦ ଏବଂ ତାଙ୍କର ସହଯୋଗୀ ଡ ରବିନନ୍ଦନଙ୍କ ସହାୟତାରେ ଗରୀବ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଉଭୟଙ୍କ ମିଳିତ ସହଯୋଗରେ
Read More...

ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ଆକାଉଣ୍ଟେଣ୍ଟ

ଫୁଲବାଣୀ:୨୧/୮ :୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଆକାଉଣ୍ଟେଣ୍ଟ ସୂଚନା ଅନୁଯାୟୀ ଟିକାବାଲିର ପ୍ରମୋଦ କୁମାର ପାଣିଗ୍ରାହୀ ଫୁଲବାଣୀ ସ୍ଥିତ ଜିଲ୍ଲା ଫିସେରୀ ଅଫିସରେ ସହକାରୀ ଫିସେରୀ ଅଫିସର ଭାବେ ୨୦୧୪ରେ ଅବସର ଗ୍ରହଣ
Read More...

ବାଇକ ଧକ୍କାରେ ଜଣେ ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ରାସ୍ତାରେ ଚାଲି ଚାଲି ଯାଉଥିବା ଅରକ୍ଷିତ କାରିଗର ନାମକ ଜଣେ ବ୍ୟକ୍ତିଙ୍କୁ KA04 JL 9507
Read More...