ରାମଜାଙ୍ଗୀ ପୋଲ ନିକଟରେ ବାଇକ ଦୁର୍ଘଟଣା, ୨ ଗୁରୁତର

ବୌଦ୍ଧ,୧୫/୯ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ବୁଟୁପାଲି ନିକଟସ୍ଥ ରାମ ଜାଙ୍ଗୀ ପୋଲ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଥାନା ବାଲିପଟା ଗ୍ରାମର ୩ ଜଣ
Read More...

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବୌଦ୍ଧ /ବାଉଁଶୁଣୀ,୧୫/୯ - ଆଜି ସନ୍ଧ୍ୟାରେ ଜମଟାଙ୍ଗି - ଋଷିବନ୍ଧ ରାସ୍ତାର ଷାଣ୍ଢପାଲି ଗ୍ରାମ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଅଜଣା ବାଇକ ଧକ୍କା ଦେବାରୁ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଋଷିବନ୍ଧ ଗ୍ରାମର ସୁରେଶ ମେହେର
Read More...

ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସରଣ୍ଡା ଗ୍ରାମ ନିକଟରେ ଜଣେ ବୃଦ୍ଧଙ୍କୁ ବାଇକ ଧକ୍କା ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ସରଣ୍ଡା ଗ୍ରାମର ପୁରସ୍ତମ ଷlଣ୍ଢ (80 ବର୍ଷ)ବର୍ଷ ରାସ୍ତା
Read More...

କନ୍ଧମାଳରେ ପୁଣି ୯୫ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୦୧୭ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୪୬୭ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ସମ୍ବଲପୁର ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଅଛି । ୧୫ ସେପ୍ଟେମ୍ବର ୨୦୨୦ରେ ପୂର୍ବତଟ ରେଳପଥ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ଜଣେ, ଗୋଶାଣୀ ବ୍ଳକରୁ୨ ଜଣ, ପାରଳା ପୌର ପରିଷଦରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ
Read More...

ପାରଳାଖେମୁଣ୍ଡିରେ ୧୬ରୁ ତିନିଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ହୀ.ପ୍ର): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ
Read More...

ପରୀକ୍ଷାର୍ଥୀଙ୍କୁ ନେଇ ଫେରୁଥିବା କାର୍ ଦୁର୍ଘଟଣା

ବୌଦ୍ଧ / ବାଉଁଶୁଣି : ଆଜି ଦିନ ପ୍ରାୟ ଘ୧୨. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଓମିନି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି : ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଅଂଚଳରୁ ୭ ଜଣ
Read More...

ସମ୍ବଲପୁରରେ ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ: ଲଗାୟତ ୪ର୍ଥ ଦିନ କରୋନା ଶତକ ଯୋଗୁଁ ସ୍ଥିତି ସଙ୍କଟାପନ୍ନ

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟ ରେ ସମ୍ବଲପୁର ଜିଲ୍ଲାରେ ୧୨୭ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବିଗତ ୪ଦିନ ହେଲା ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ପରେ ଏଠାରେ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ପୁଣି ପ୍ରତିଦିନ କେହି ନା କେହି
Read More...

ସଂସଦ ଭବନରେ ସମ୍ବଲପୁରୀ ମାସ୍କ ପହଞ୍ଚିଲା

ସମ୍ବଲପୁର : ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୁହଁ ରେ ମାସ୍କ ପରିଧାନ ଅନିବାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ୫୦୦ ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ମାସ୍କ ସଂଗ୍ରହ କରି ଲୋକସଭା ସଦନର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ବୟନିକା
Read More...