ଦିନକରେ ପାଖାପାଖି ରେକଡର଼୍ ୭୦ ହଜାର କରୋନା ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦୈନିକ ସଂଖ୍ୟା କିଛିଦିନ ୬୦ ହଜାର ତଳକୁ ରହିବା ପରେ ଆଜି ପୁଣି ଊଦ୍ଧ୍ୱର୍ମୁଖୀ ହୋଇଛି । ଗତ ୨୪ ଘଣ୍ଟାରେ ୬୯ ହଜାର ୬୫୨ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏଥିସହିତ ମୋଟ ସଂକ୍ରମିତଙ୍କ!-->…
Read More...
Read More...