ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୌଦ୍ଧ,୨୯/୯ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବହିରା ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଂଚଳର ଗୋଟିଏ କାର୍ ଓଡି 15 ଏମ 6336 ଭୁବନେଶ୍ବରରୁ ସୋନପୁର ଅଭିମୁଖେ ଫେରୁଥିବା ବେଳେ!-->…
Read More...
Read More...