ଥମୁନି କରୋନା ଦିନକରେ ୩୯୨୨ନୂଆ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ରାଜ୍ୟ ସରକାର କରୋନା ସ୍ଥିତି ସମୀକ୍ଷା ବୈଠକରେ କରୋନା ନିୟନ୍ତ୍ରଣକୁ ଆସୁଛି, ଧିରେ ଧିରେ ସଂକ୍ରମଣ କମୁଛି ଏହିଭଳି କହୁଥିବା ବେଳେ ପ୍ରତ୍ୟେକ ଦିନ ତିନି ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ ରୋଗୀ ବାହାରୁଛନ୍ତି । ଆଜି ରାଜ୍ୟରେ ୩୯୨୨!-->…
Read More...
Read More...