ଚଳିତ ବର୍ଷ ଗଜପତି ଜିଲ୍ଲାରେ ପାଳିତ ହେବନି ଗଣେଶ ପୂଜା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଜପତି ଜିଲ୍ଲାରେ କୌଣସି ଗାଁ ରେ କିମ୍ବା ସହରରେ ସାହି,ସର୍ଵସାଧାରଣ ସ୍ଥାନରେ ଗଣେଶ ପୂଜା କରିପାରିବେନାହିଁ । ଗଣେଶ ପୂଜା ସକାଶେ ସହରର କୌଣସି ଜାଗାରେ ପ୍ୟାଣ୍ଡେଲ କିମ୍ବା ଟେଣ୍ଟ ମାରି ପାରିବେ ନାହିଁ । ପୂଜା ସକାଶେ ଜନସାଧାରଣ ଏକତ୍ରିତ ହୋଇ
Read More...

ଦେଶରେ ୫୧ ହଜାର ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୫୧ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୭୬ ଜଣ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୫୧ ହଜାର ୭୯୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ଦୁଇ ହଜାର ୭୪୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ
Read More...

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏନ୍‌ଡିଆରଏଫ୍‌କୁ ପିଏମ୍‌ କେୟାର୍ସ ପାଣ୍ଠି ସ୍ଥାନାନ୍ତର ହୋଇପାରିବନି

ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠି ଏନ୍‌ଡିଆରଏଫ୍‌କୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆସୁଥିବା ସମସ୍ତ ଅନୁଦାନକୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ । ଆଜି ସୁପ୍ରିମ୍‌କୋର୍ଟ ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ପିଏମ୍‌ କେୟାର୍ସ ପାଣ୍ଠିକୁ
Read More...

ସତ୍ୟପାଲ ମଲ୍ଲିକ ମେଘାଳୟ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ : ଗୋଆର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଆଜି ରାଷ୍ଟ୍ରପତିଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ
Read More...

ଦୁର୍ଦ୍ଦିନରେ ପାରଳା ମୂର୍ତ୍ତି କାରିଗର

ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସହରର ମୂର୍ତ୍ତିକାରିଗରଙ୍କ ଜୀବନଜୀବିକା କଷ୍ଟକର ହୋଇ ପଡିଛି।କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗରଙ୍କ ବିକ୍ରି ବଟା କଷ୍ଟକର ହୋଇ ପଡିଛି। ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀରେ ମାଟି ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରି
Read More...

ରାଜ୍ୟକୁ ଅଧିକ ସାର ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କଲେ କୃଷିମନ୍ତ୍ରୀ ଡ.ସାହୁ

ଭୁବନେଶ୍ୱର : ଚଳିତ ଖରିଫ ଚାଷ ପାଇଁ ରାଜ୍ୟକୁ ଅଧିକ ୟୁରିଆ ସାରା ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କେନ୍ଦ୍ର ସାରା ମନ୍ତ୍ରୀ ମନୋଜ ସୁଖ ଭାଇ ମାଣ୍ଡଭିଅଙ୍କୁ ଭିଡିଓ
Read More...

ଖୋର୍ଦ୍ଧାରେ ହେବନି ଗଣେଶ ପୂଜା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜନୋତ୍ସବ ଉପରେ ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଏ ବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉ କି ଗାଁ ଗଣେଶ ପୂଜା
Read More...

ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ

ମୁମ୍ବାଇ : ଭାରତର ମହାମାରୀ କରୋନା ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଥିବା ବେଳେ ମହିଳା ବକ୍ସର ଏଲ୍‌ ସରିତା ଦେବୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାଁନ୍ତି । ସରିତା ଦେବୀ କରୋନା ସଂକ୍ରମିତ ହୋଇଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ
Read More...

ଧୋନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି

ନୂଆଦିଲ୍ଲୀ : ଖେଳକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଓ କ୍ୟାପଟେନ କୁଲ ଭାବେ ବିବେଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାପରେ ତାଙ୍କର ୭ ନମ୍ବର ଜର୍ସିକୁ ରିଟାୟାର କରିବା ସହ ତାଙ୍କ ପାଇଁ ଫେୟାରୱେଲ ମ୍ୟାଚ ଆୟୋଜନ କରିବାକୁ ଦାବି ହୋଇଛି । ମଧ୍ୟ ପ୍ରଦେଶ
Read More...

ମହାନଦୀରେ ବନ୍ୟାର ପରିଦୃଶ୍ୟ : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ୩.୨୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ବ୍ୟାପକ ପରିମାଣରେ ନିଷ୍କାସନ ଯୋଗୁଁ ଏଠାକାର ମହାନଦୀରେ ବନ୍ୟା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଉପଭୋଗ କରିବା ପାଇଁ ଏଠାକାର ମହାନଦୀ କୂଳରେ ସ୍ଥାନେ ସ୍ଥାନେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ହୀରାକୁଦ
Read More...