ଗଜପତିରେ ପୁଣି ୪୨ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୪୨ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଶାଣୀରୁ୧୨ ଜଣ, ଗୁମ୍ମା ବ୍ଳକରୁ ୩ଜଣ, ପାରଳାପୌର ପରିଷଦରୁ ୧୨ଜଣ, ଆର ଉଦୟଗିରି ବ୍ଲକରୁ ୬ଜଣ ନୂଆଗଡ଼ ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ!-->…
Read More...
Read More...