ସତ୍ୟପାଲ ମଲ୍ଲିକ ମେଘାଳୟ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ : ଗୋଆର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଆଜି ରାଷ୍ଟ୍ରପତିଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ
Read More...

ଦୁର୍ଦ୍ଦିନରେ ପାରଳା ମୂର୍ତ୍ତି କାରିଗର

ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସହରର ମୂର୍ତ୍ତିକାରିଗରଙ୍କ ଜୀବନଜୀବିକା କଷ୍ଟକର ହୋଇ ପଡିଛି।କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗରଙ୍କ ବିକ୍ରି ବଟା କଷ୍ଟକର ହୋଇ ପଡିଛି। ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀରେ ମାଟି ମୂର୍ତ୍ତି ତିଆରି କରି ନିଜର ଜୀବିକା ନିର୍ବାହ କରି
Read More...

ରାଜ୍ୟକୁ ଅଧିକ ସାର ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କଲେ କୃଷିମନ୍ତ୍ରୀ ଡ.ସାହୁ

ଭୁବନେଶ୍ୱର : ଚଳିତ ଖରିଫ ଚାଷ ପାଇଁ ରାଜ୍ୟକୁ ଅଧିକ ୟୁରିଆ ସାରା ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଡ. ସାହୁ କେନ୍ଦ୍ର ସାରା ମନ୍ତ୍ରୀ ମନୋଜ ସୁଖ ଭାଇ ମାଣ୍ଡଭିଅଙ୍କୁ ଭିଡିଓ
Read More...

ଖୋର୍ଦ୍ଧାରେ ହେବନି ଗଣେଶ ପୂଜା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜନୋତ୍ସବ ଉପରେ ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଏ ବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉ କି ଗାଁ ଗଣେଶ ପୂଜା
Read More...

ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ

ମୁମ୍ବାଇ : ଭାରତର ମହାମାରୀ କରୋନା ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଥିବା ବେଳେ ମହିଳା ବକ୍ସର ଏଲ୍‌ ସରିତା ଦେବୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାଁନ୍ତି । ସରିତା ଦେବୀ କରୋନା ସଂକ୍ରମିତ ହୋଇଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ
Read More...

ଧୋନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି

ନୂଆଦିଲ୍ଲୀ : ଖେଳକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଓ କ୍ୟାପଟେନ କୁଲ ଭାବେ ବିବେଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାପରେ ତାଙ୍କର ୭ ନମ୍ବର ଜର୍ସିକୁ ରିଟାୟାର କରିବା ସହ ତାଙ୍କ ପାଇଁ ଫେୟାରୱେଲ ମ୍ୟାଚ ଆୟୋଜନ କରିବାକୁ ଦାବି ହୋଇଛି । ମଧ୍ୟ ପ୍ରଦେଶ
Read More...

ମହାନଦୀରେ ବନ୍ୟାର ପରିଦୃଶ୍ୟ : ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ୩.୨୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ବ୍ୟାପକ ପରିମାଣରେ ନିଷ୍କାସନ ଯୋଗୁଁ ଏଠାକାର ମହାନଦୀରେ ବନ୍ୟା ପରି ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ଉପଭୋଗ କରିବା ପାଇଁ ଏଠାକାର ମହାନଦୀ କୂଳରେ ସ୍ଥାନେ ସ୍ଥାନେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ସେପଟେ ହୀରାକୁଦ
Read More...

ଗଜପତିରେ ପୁଣି ୪୨ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୪୨ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଶାଣୀରୁ୧୨ ଜଣ, ଗୁମ୍ମା ବ୍ଳକରୁ ୩ଜଣ, ପାରଳାପୌର ପରିଷଦରୁ ୧୨ଜଣ, ଆର ଉଦୟଗିରି ବ୍ଲକରୁ ୬ଜଣ ନୂଆଗଡ଼ ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ୫୩ ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମଗ୍ର ରାଜ୍ୟରେ ଆଜିକାର ଘୋଷିତ ମୋଟ ୨୨୩୯ ଜଣ ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୫୩ ଜଣ ରହିଛନ୍ତି । ଜିଲ୍ଲାର ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ୧୫୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଓ ୯୯୦ ଜଣ ସୁସ୍ଥ ହୋଇ ଘରକୁ
Read More...

ହରଭଙ୍ଗା : ବନ୍ୟା ଥମିଲା, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କଲେ କୃଷି ଅଧିକାରୀ

ହରଭଙ୍ଗା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ବନ୍ୟା ଯୋଗୁଁ ୨ଟି ଗାଁ ମାଛଡା ଓ କୁତୁରୀ ପାଣି ଘେରରେ ଥିବାବେଳେ ହରଭଙ୍ଗା ବ୍ଲକର ବିଡିଓ ନିଳକଣ୍ଠ ବେହେରା ଓ
Read More...