କିଟ୍ ଓ କିସ୍‌ରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୫ ।୮: କିଟ୍ ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ରେ ଶନିବାର ୭୪ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ
Read More...

୭୪ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି,୧୬/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର
Read More...

ନାଲକୋର ମୁଖ୍ୟ କାର୍ଯ୍ୟାଳୟଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର :ନବରତ୍ନ କମ୍ପାନୀ ନାଲକୋର ଭୁବନେଶ୍ୱର ସ୍ଥିତ ମୁଖ୍ୟକାର୍ଯ୍ୟାଳୟଠାରେ ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି।ଏହି ଅବସରରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଦେଶକମାନଙ୍କ ଗହଣରେ ଜାତୀୟପତାକା
Read More...

ବୌଦ୍ଧରେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ

ବୌଦ୍ଧ ,୧୬/୦୮ - ଆଜି ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଦଳର ବରିଷ୍ଠ ନେତା
Read More...

ବୃଦ୍ଧଙ୍କ ତଣ୍ଟିକୁ କାମୁଡି ହତ୍ୟା ଉଦ୍ୟମ ଅଭିଯୋଗ

ବୌଦ୍ଧ ,୧୬/୮- ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା କୁର୍ତ୍ତିପାଲି ଗ୍ରାମରେ ଜଣେ ଯୁବକ କବାଟ ଭାଙ୍ଗିବା ଘଟଣାକୁ କେନ୍ଦ୍ର କରି ବୃଦ୍ଧଙ୍କ ତଣ୍ଟିକୁ କାମୁଡ଼ି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
Read More...

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ପରିବାର

ଜନ୍ହାପଙ୍କ,୧୬/୮;ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଶ୍ୟାମ ଗାଇଗଉରିଆଙ୍କ ଘର ଗତ କାଲି ଲଗାଣ ବର୍ଷା ରେ ଘରର ଗୋଟିଏ କାନ୍ଥ ଭାଙ୍ଗିଯାଇଛି। କିନ୍ତୁ ଏଥିରୁ ଅଳ୍ପକେ ପରିବାର ବର୍ତି ଯାଇଛନ୍ତି।ସୂଚନା ମତେ ଗତକାଲି ଖାଇ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା।ସେ ଏକ
Read More...

ବୌଦ୍ଧ : ଆସନ୍ତାକାଲିଠାରୁ ଆହୁରି କୋହଳ ହେବ ଲକଡାଉନ୍ ସମୟ

ବୌଦ୍ଧ -ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତ ସପ୍ତାହଠାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍ କଟକଣାକୁ ଟିକିଏ କୋହଳ କରିଥିଲେ । ଗତ ଅଗଷ୍ଟ ୧୦ ତାରିଖ ଠାରୁ ଆଜି ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭
Read More...

ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ଦ୍ରୁତ ସୁଧାର

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି ବୋଲି ତାଙ୍କ ପୁଅ ଅଭିଜିତ୍‌ ରବିବାର ଟ୍ୱିଟ୍‌ କରି ଜଣାଇଛନ୍ତି । ଏପରିକି ପ୍ରଣବ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି । ଶରୀରର ବିଭିନ୍ନ
Read More...

କରୋନା ସୁସ୍ଥ ସଂଖ୍ୟା ୨୨ ଲକ୍ଷ ନିକଟବର୍ତ୍ତୀ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୪୯୦ ନୂଆ କରୋନା ପଜିଟିଭ୍‌କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ଆଜି ୨୫ ଲକ୍ଷ ୮୯ ହଜାର ୬୮୨ରେ ପହଞ୍ଚିଛି । ସେହିପରି, ଏହି ଅବଧିରେ ଆଉ ୯୪୪ ଜଣ ପ୍ରାଣ ହରାଇବା ପରେ ମୋଟ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ
Read More...

ପ୍ରଥମ ଟିକା କରୋନା ଯୋଦ୍ଧାଙ୍କୁ ଦିଆଯିବ

ନୂଆଦିଲ୍ଲୀ : ଭାରତର ପ୍ରଥମ ଟିକା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ସ୍ଥିତିକୁ ଆସିଲେ ପ୍ରଥମେ କାହାକୁ ଦିଆଯିବ ସେ ନେଇ ଦ୍ୱନ୍ଦ୍ୱ ଓ ପ୍ରଶ୍ନ ଲାଗି ରହିଥିଲା । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ଦ୍ୱନ୍ଦ୍ୱ ଦୂର
Read More...