ଆଜି ୮୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ: ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ରେ ପହଞ୍ଚିଲା

ସମ୍ବଲପୁର :ପ୍ରଶାସନିକ ଘୋଷଣା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୫ ଜଣ କରୋନା ସଂକ୍ରମିତ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୮୩୫ ଜଣଙ୍କ ଚିକିତ୍ସା କୋଭିଡ
Read More...

ବୌଦ୍ଧ : ଆଜି ନୂତନ ୨୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ୨୫ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୪ ଜଣ, ବଲାସିଙ୍ଗାସ୍ଥିତ ଇଣ୍ଡିଆନ ରିଜର୍ଭ
Read More...

ପୁଣି ରାଜ୍ୟରେ ୩୪୯୦ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲେ ଆଉ ୧୩ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ୩,୪୯୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୦୯୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୩୯୬ଜଣ ରହିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ
Read More...

ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ପୋଲିସ ପକ୍ଷରୁ ଚଢ଼ାଉ : ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଜଣେ…

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରୁ ୧୦୦କେଜି ୫୦୦ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫ କରିଛି ପୋଲିସ୍ । ସୂଚନା ପ୍ରକାରେ ବାହାର ଜିଲ୍ଲାର
Read More...

ନଳକୂଅ ନିକଟରେ ସୋକ୍ ପିଟ ଖୋଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୬ ଆହତ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଲୋକାପଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୧୬ ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନା ରେଫର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଲୋକାପଡା ବିଦ୍ୟାଳୟ
Read More...

ନିମ୍ନମାନର ଛତୁଆ ଓ ବାଦାମ ଲଡୁ ବଣ୍ଟନ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଗନବାଡି କେନ୍ଦ୍ରମାନଙ୍କୁ ସରକାର ଯୋଗାଣ କରୁଥିବା ଛତୁଆ ଓ ବାଦାମ ଲଡୁ ନିମ୍ନମାନର ଥିବା ଅଭିଯୋଗ ହୁଏ । କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛତୁଆ ଓ ବାଦାମ ଲଡୁ ଜିଲ୍ଲାରେ ପ୍ରସ୍ତୁତ କରି ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ
Read More...

ପିଏମଏୱାଇ ଘର ଚୋରୀ ଅଭିଯୋଗ, ୮ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ !

ବୌଦ୍ଧ : ବଉଦ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ଗୋବିନ୍ଦପୁର୍ ଗ୍ରାମର ଦୁର୍ଯ୍ୟୋଧନ ନାଏକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଦୁର୍ଯ୍ୟୋଧନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ପଂଜିକରଣ ନମ୍ବର୍ ୫୫ ତା ୨୦. ୧. ୨୦୨୦ ରେ
Read More...

ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ପରଲୋକ

ବୌଦ୍ଧ,୭/୯ - ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଦୁଃଖିଶ୍ୟାମ ପ୍ରଧାନଙ୍କ ଆଜି ଅପରାନ୍ହରେ ପରଲୋକ ହୋଇ ଯାଇଛି । ଛାତିରେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ଘରଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଆମ୍ରୀ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି
Read More...

ଓଡ଼ିଶା ମୋ ପରିବାର ତରଫରୁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ସହାୟତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରୁ ଆସି ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜେଇଇ ମେନ୍ ପରୀକ୍ଷା ଦେଉଥିବା ସମସ୍ତ ପରିକ୍ଷାର୍ଥୀମାନଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସାମାଜିକ ଦୁରତ୍ୱ ନିୟମକୁ ଅନୁସରଣ କରି
Read More...

ଲଗାଣ ବର୍ଷାରେ ଘରଭାଙ୍ଗି ବୁଣାକାର ପରିବାର ବେସାହାରା

ବୌଦ୍ଧ / ବାଉଁଶୁଣି - ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମ ପଂଚାୟତର ୱାର୍ଡ ନମ୍ବର୍ ୭ ଟିକିରାପଡା ଗ୍ରାମର ନବ କିଶୋର ମେହେର ନାମକ ଜଣେ ଗରୀବ ବୁଣାକାର ପରିବାରର ୩ ବଖରା ଘର ଗତ ଲଗାଣ ବର୍ଷାରେ ଭାଙ୍ଗି ଯିବାରୁ ପରିବାର ବେସାହାରା ହୋଇଥିବା ଦେଖିବାକୁ ମିଳିଛି । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ
Read More...