ଜିଲ୍ଲାରେ ବିଜୁ କୃଷକ ଯୋଜନା ଫେଲ୍ !

ବୌଦ୍ଧ,୧୪/୮ - କୋଟି କୋଟି ଟଙ୍କା ବ୍ୟୟ କରି ବିଜୁ କୃଷକ ଯୋଜନା ମାଧ୍ୟମରେ ଜଳ ସେଚନର ସୁବିଧା ଯୋଗାଇବା ପାଇଁ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ ସରକାର ବୌଦ୍ଧ ଜିଲ୍ଲାରେ ଆରମ୍ଭ କରାଇଥିଲେ l ଓଡିଶା ଉଠା ଜଳ ସେଚନ ନିଗମ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଆବେଦନ କରି ଏ ଯୋଜନାରେ
Read More...

ଲୋକନାଥ ହତ୍ୟାକାଣ୍ଡ ମାମଲା, ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,୧୪/୮ – କଣ୍ଟାମାଳ ଥାନା ଖମନମୁଣ୍ଡା ଗ୍ରାମ ପଂଚାୟତର ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପିର ସିବିଆଇ ଦାବି ସଂପର୍କରେ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଗତକାଲି ଚିଠି ଲେଖିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୃତକଙ୍କ
Read More...

ସାହାଜପାଲ ନିକଟରେ ବଲେରୋ ଦୁର୍ଘଟଣା, ୨ ଗୁରୁତର

ବୌଦ୍ଧ,୧୪/୮ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ ୫୭ର ସାହାଜପାଲ୍ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବଲେରୋ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ କଳାହାଣ୍ଡି ଯାଉଥିବା ଏକ ବୋଲେରୋ ଓ.ଆର ୦୮ ଜି ୮୨୦୦ ବୌଦ୍ଧ ବ୍ଲକ୍ ବlଉଁଶୁଣି ଥାନା
Read More...

କାର୍ ଓ ବାଇକ ମଧ୍ୟରେ ଧକ୍କା, ବାଇକ ଆରୋହୀ ଗୁରୁତର

ବୌଦ୍ଧ - ଆଜି ରାତି ପ୍ରାୟ ଘ 8. 30 ମିନିଟ ସମୟରେ ବୌଦ୍ଧ ସହର କୋର୍ଟ ଛକ ନିକଟରେ ଗୋଟିଏ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ କୋଭିଡ ହସପିଟାଲରେ ସିକୁରିଟି ଗାର୍ଡ ଭାବରେ କାମ କରୁଥିବା ସାନ ବାଗବର୍
Read More...

ବୌଦ୍ଧ : ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ

ବୌଦ୍ଧ ,୧୩/୮- ବୌଦ୍ଧ ଜିଲ୍ଲାସ୍ତରୀୟ 74 ତମ ସ୍ବାଧୀନତା ଦିବସ ବୌଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବେ | କୋଭିଡ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ, ଅତିଥି ଓ କରୋନା ଯୋଦ୍ଧା ମାନଙ୍କୁ ନେଇ କଚେରୀ ପଡିଆ ଠାରେ
Read More...

ଫୁଲବାଣୀ ପ୍ରେସ କ୍ଳବ ଠାରେ ରାଜୁ ନାୟକଙ୍କ ସ୍ମୃତିରେ ଶୋକ ସଭା

ଫୁଲବାଣୀ, ୧୩/୮ - ଆଜି ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ପ୍ରେସ କ୍ଳବ ଠାରେ ରାଜୁ ନାୟକଙ୍କ ସ୍ମୃତିରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରେସ କ୍ଳବ ସଭାପତି ଶିଵ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ଅଜିତ ମହାରଣାଙ୍କ ପୌରହିତ୍ୟ ରେ ଉପସ୍ଥିତ ପ୍ରେସ କ୍ଳବର ସଦସ୍ୟ ମାନେ
Read More...

ରାମଗଡ଼ରେ ରକ୍ତଦାନ ଶିବିର

ବୌଦ୍ଧ ,୧୩/୮- ହରଭଙ୍ଗା ବ୍ଲକ୍ ରାମଗଡ ଠାରେ ଓଡିଶା ମୋ ପରିବାର ପକ୍ଷରୁ ମା ବୁଢିବାଉରୀ ରକ୍ତଦାତା ସଙ୍ଘ ଓ ଜୀବନ ଜ୍ୟୋତି ସହଯୋଗରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୁର୍ବେଦିକ ଚିକିସ୍ଛାଳୟ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ବଉଦ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ
Read More...

କୋମାରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଜଟିଳ ହୋଇପଡ଼ିଛି । ବର୍ତ୍ତମାନ ସେ କୋମା ଅବସ୍ଥାକୁ ଚାଲିଯାଇଛନ୍ତି । ଦୁଇ ଦିନ ତଳେ ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରଠାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଓ
Read More...

ବଡ଼ ଧରଣର ଆର୍ଥିକ ଦୁର୍ନୀତି: ଦେଶର ୬୭ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ରଦ୍ଦ

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ବଡ଼ ଧରଣର ଆର୍ଥିକ ଦୁର୍ନୀତି ହୋଇଛି । ଏଥିରେ ଜଣେ ପ୍ରାଦେଶିକ ରାଜ୍ୟପାଳ ସମ୍ପୃକ୍ତ ଅଛନ୍ତି । ଏଥିସହିତ ଭାରତୀୟ ବ୍ୟବସାୟୀ ତଥା କମ୍ପାନୀଙ୍କ ଲିଙ୍କ୍‌ ଥିବାରୁ ବ୍ରାଜିଲ୍‌ ସରକାରଙ୍କ ଅନୁରୋଧକ୍ରମେ ଭାରତର ୬୭ଟି କମ୍ପାନୀ ଓ ବ୍ୟବସାୟିକ ବ୍ୟାଙ୍କ ଆକାଉଣ୍ଟକୁ
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ବି ସିତାପୁର ଗ୍ରାମଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ତରଫରୁ ଗର୍ଭବତୀ ମହିଳା ଓ ମାଆ ମାନଙ୍କୁ ନେଇ ସଚେତନତା କରାଯାଇଛି । କରୋନାରେ ମାସ୍କ ପିନ୍ଧି ମାଆ
Read More...