ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ୨୦୨୦ ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

ଭୁବନେଶ୍ୱର : ଚଳିତବର୍ଷ ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ (କେଏସ୍‍ଓଏମ୍‍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩/୯- ଗଜପତିରେ ପୁଣି ୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ଜଣେ, ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଲକରୁ ୨ ଜଣ , ନୂଆଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ
Read More...

ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ଭାଜପା ଉପ ଜିଲ୍ଲା ସଭାପତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ଭାଜପା ଜିଲ୍ଲା ଉପସଭାପତି ସ୍ୱର୍ଗତ ଉଦୟ ନାଥ ମହାଙ୍କୁଡ଼ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ସଚ୍ଚୋଟ, ନିଷ୍ଠାପର
Read More...

ପୁଣି ରାଜ୍ୟରେ ୩୬୩୧ ପଜିଟିଭ ଚିହ୍ନଟ, କରୋନା ନେଲେ ୮ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବୌଦ୍ଧ : ଆଜି ପୁଣି ୨୭ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୬୮୧

ବୌଦ୍ଧ,୩/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବଉଦ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତର
Read More...

ଟ୍ରକ୍ ଦବି ରାସ୍ତା ଜାମ୍ : ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହଶହ ଗାଡ଼ି, ସ୍ଥାନୀୟ ପ୍ରଶାସନ ଚୁପ୍

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ରଡ଼ିଗୁମା ନିକଟରେ ରାସ୍ତା ଜାମ୍ । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହଶହ ଗାଡ଼ି ମୋଟର । ଫଳରେ ମୁନିଗୁଡ଼ା-ବାଲିଗୁଡ଼ା ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଛି । ସୂଚନା ପ୍ରକାରେ କୋଟଗଡ଼ ଠାରୁ ମୁନିଗୁଡ଼ା ରାସ୍ତା ଅତ୍ୟନ୍ତ ଖରାପ ଥିବାବେଳେ ପ୍ରଥମେ
Read More...

ପାଞ୍ଚଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ଅଟୋ ଓ ବାଇକ୍‌ ଜବତ, ଦୁଇଜଣ ଚାଲାଣକରୀ ଗିରଫ

ବାଲିଗୁଡ଼ା,୩/୯: ଗଞ୍ଜେଇ ଚୋରାଚାଲାଣବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ । କୋରୋନା କଟକଣା ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ମୋଟର ଚାଲୁଥିବା ବେଳେ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ରୋକିବା ସହ ଗଞ୍ଜେଇ ମାଫିଆଙ୍କ ଉପରେ କଡ଼ା
Read More...

ଭାରସାମ୍ୟ ହରାଇ ତେଲବାହୀ ଟେଙ୍କର ଓଲଟିଲା

ବୌଦ୍ଧ,୩/୯ - ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଆଡ଼େନିଗଡ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ତେଲବାହୀ ଟେଙ୍କର ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ସମ୍ବଲପୁର ରେ ତେଲ ଅନଲୋଡ କରି ଓ.ଆର. 05 ଜେଡ 8100 ନମ୍ବର୍ ବିଶିଷ୍ଟ
Read More...

ଶ୍ରମିକ ନେବାକୁ ଆସିଥିବା ବସ୍ କୁ ଜବତ୍ କଲା ପରିବହନ ବିଭାଗ

ବୌଦ୍ଧ - ବାହାର ରାଜ୍ୟକୁ ଶ୍ରମିକ ନେବାକୁ ଆସିଥିବା ଦୁଇଟି ବସ୍ କୁ ଆଜି ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାକୁ ପ୍ରତିଦିନ ଏକାଧିକ ବାହାର ରାଜ୍ୟରୁ ଆସୁଥିବା ବସ୍ ମାନଙ୍କରେ ଶହ ଶହ ଶ୍ରମିକ କାମ କରିବାକୁ ଯାଉଛନ୍ତି
Read More...

ତୁମୁଡ଼ିବନ୍ଧ ପୋଲିସ୍ ପଞ୍ଜାବରେ ୯ଜଣିଆ ଡକାୟତି ଗ୍ୟାଙ୍ଗ୍

ବାଲିଗୁଡ଼ା,୨/୯: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ କୁ ବଡ଼ ସଫଳତା । ୯ଜଣିଆ ଡକାୟତି ଗ୍ୟାଙ୍ଗ୍ କୁ ଗିରଫ କରିବାରେ ସକ୍ଷମ ହୋଇଛି ତୁମୁଡ଼ିବନ୍ଧ ପୋଲିସ୍ । ଦୀର୍ଘଦିନ ଧରି ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଚୋରି ଡକାୟତି ଚଳାଇ ଆସୁଥିଲେ ଏହି ଗ୍ୟାଙ୍ଗ୍ । ସେମାନଙ୍କ ନିକଟରୁ ୧୩ଟି
Read More...