ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ବାଇକରେ ବୁହା ହେଲେ ଗୁରୁତର ଆହତ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ରାସ୍ତାଘାଟ ଅବସ୍ଥା ସବୁବେଳେ ଚର୍ଚ୍ଚାରେ । ବର୍ଷାଦିନେ ଜିଲ୍ଲାର ୬୦ ପ୍ରତିଶତ ଗ୍ରାମକୁ ଆମ୍ବୁଲାନସ ପହଞ୍ଚି ପାରେ ନାହିଁ । ଆଜି ସେଭଳି ଗୋଟିଏ ଘଟଣା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତ ଶରଧାପୁର ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ!-->…
Read More...
Read More...