ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛ ଆହାର, ସ୍ୱଚ୍ଛ ଅଭିଯାନ ଓ ସ୍ୱଚ୍ଛ ପ୍ରସାଧନ ଅଭିଯାନ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ "ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଇଅଛି । ଏହି ଅବସରରେ ୨୪ ଓ ୨୫ ସେପ୍ଟେମ୍ବରରେ ସ୍ୱଚ୍ଛତା ଆହାର, ୨୬ ସେପ୍ଟେମ୍ବର ସ୍ୱଚ୍ଛତା ଅଭିଯାନ ଏବଂ ୨୭ ସେପ୍ଟେମ୍ବରରେ…
Read More...

ବେଦାନ୍ତର ଫ୍ଲାଗସିପ୍‌ ପ୍ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟର ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ

ଝାରସୁଗୁଡ଼ା: ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡା ଏହାର ଫ୍ଲାଗସିପ୍‌ ସ୍ଥାୟୀ ଜୀବିକା ପ୍ରକଳ୍ପ ସୁଭାଲକ୍ଷ୍ମୀ ସମବାୟ ସମିତିର ମହିଳା ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ଉପରେ ଏକ ତାଲିମ ଅଧିବେଶନ ଆରମ୍ଭ କରିଛି । ୪୦୦୦ରୁ ଉର୍ଦ୍ଧ ସଦସ୍ୟତା ଆଧାର ସହିତ,…
Read More...

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ୨୮/୯ - ଘରୋଇ ଗ୍ରାହକ ମାନଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଆଜି ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ବୌଦ୍ଧ,୨୮/୯ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ 57 ର ନୂଆପଡ଼ା ବ୍ରିଜ ନିକଟରେ ବାଇଗଣ ବୋଝେଇ ଗୋଟିଏ ଆଇଚର୍ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବଲାଙ୍ଗୀରରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ ବାଇଗଣ ବୋଝେଇ ଟ୍ରକ ଓଡି 05 ଏଏସ…
Read More...

ସାବିତ୍ରୀ ଜେନାକୁ କେବେ ମିଳିବ ପକ୍କା ଘର

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ସକାଶେ ବିଭିନ୍ନ ଯୋଜନା ମାନ କରିଛନ୍ତି କିନ୍ତୁ ଗରିବ ଲୋକ ପାଇବା ବଦଳରେ ଧନୀଶ୍ରେଣୀ ଲୋକେ ହାତେଇ ନେଉଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା । ଯାହା ଫଳରେ ପ୍ରକୃତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ…
Read More...

ଗଜପତିରେ ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- ଗଜପତିରେ ଆଜି ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ, ଗୁମ୍ମା ବ୍ଳକରୁ ୧୨ ଜଣ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୫ଜଣ, ନୂଆଗଡ଼ ବ୍ଲକରୁ ୮…
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୧୨୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୮/୯- ଲଗାତାର ତିନିସପ୍ତାହ ହେଲା ସମ୍ବଲପୁର ଜିଲ୍ଲାରେ ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶତାଧିକ ରହିଆସୁଛି ଓ ବର୍ତ୍ତମାନ ଏପରି ଭାବରେ କରୋନା ଅଣାୟତ୍ତ ହୋଇ ସମସ୍ତଙ୍କ ଚିନ୍ତା ବଢାଉଛି । ବିଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ୧୨୦ଜଣ ନୂତନ ଭାବେ ପଜିଟିଭ ଚିହ୍ନଟ…
Read More...

ବୌଦ୍ଧ : ଆଜି ୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ହେଲା ୧୮୧୬

ବୌଦ୍ଧ,୨୮/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪୨ ଜଣ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮୧୬ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ…
Read More...

ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ

ବୌଦ୍ଧ,୨୮/୯ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଲମ୍ବସରୀ ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ । ମିଳିଥିବା ସୂଚନା ଅନୁଯାୟୀ ଲମ୍ବସରୀ ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ରହିଛି ।…
Read More...

ବାଲିଗୁଡ଼ା ପୋଲିସ୍‌କୁ ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ଚୋରାଚାଲାଣ ବେଳେ କାର୍‌ ସହ ୬୦କେଜିରୁ ଉର୍ଦ୍ଧ୍ୱ ଓଜନର…

ବାଲିଗୁଡ଼ା,୨୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌କୁ ମିଳିଛି ପୁଣି ସଫଳତା । ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ୬୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇଇ ଜବତ କରିଛି ବାଲିଗୁଡ଼ା ପୋଲିସ୍‌ । ଚାଲାଣରେ ବ୍ୟବହୃତ କାର୍‌ ଜବତ କରିବାସହ ଦୁଇଟି ଘଟଣାରେ ପାଞ୍ଚ ଜଣ ଚାଲାଣ କାଳୀଙ୍କୁ…
Read More...