ଦୈତ୍ୟନଗରୀରେ ହେବନି ଗଣେଶ ପୂଜା

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଅଗ୍ରଦେବତା ପ୍ରଭୁ ଗଜାନନଙ୍କ ଗଣେଶ ଚତୁର୍ଥୀ ଉତ୍ସବ ଚଳିତ ବର୍ଷ ହେବନାହିଁ । ମହାମାରୀ କରୋନାର ସଂକ୍ରମଣ ସ୍ଥିତି ରାଜ୍ୟରେ ପ୍ରଶମିତ ହୋଇନଥିବାରୁ ଧାର୍ମିକ ପୀଠରେ ପ୍ରଭୁଙ୍କ ଉପାସନା ପାଇଁ ଜନସାଧାରଣ ସମବେତ ହେବାର ଭୟ ଥିବାରୁ ରାଜ୍ୟ ସରକାର ଏଭଳି
Read More...

ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବାର ସ୍ୱତନ୍ତ୍ର ସଚିବ ପାହ୍ୟା ପଦରେ ଥିବା ଆୟୁଷ ନିର୍ଦ୍ଦେଶକ ବିଭୂପ୍ରସାଦ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୫-ଟି ତ୍ୱରିତ ନିଷ୍ପତ୍ତି ଅନୁଯାୟୀ ଶ୍ରୀ ଷଡଙ୍ଗୀଙ୍କୁ ଚାକିରୀର ଶେଷ ଜୀବନ ଯାଏଁ ଏଭଳି ଦୋଷା ଭୋଗିବାକୁ
Read More...

କନ୍ଧମାଳରେ ଆଜି ସର୍ବାଧିକ ୧୭୯କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାରେ ପୁଣି ଆଉ ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ମଧ୍ୟ କରୋନାର କରାଳ ଛାୟା ଧିରେଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୪୧ ରେ ପହଂଚିଛି
Read More...

ଧୋନିଙ୍କର କୋଭିଡ୍‌ ଟେଷ୍ଟ

ନୂଆଦିଲ୍ଲୀ : ଆଇପିଏଲ୍‌ ପାଇଁ ସବୁ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ ହେବ । ଏହି ପ୍ରକ୍ରିୟା ଇତିମଧ୍ୟରେ ଅରମ୍ଭ ହୋଇଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ଯିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ । ଚେନ୍ନାଇ ସୁପରକିଙ୍ଗ୍‌ସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର
Read More...

ନିଜସ୍ୱ ନେଟ୍‌ ବୋଲର ନେବେ ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସକୁ ଆଇପିଏଲ୍‌ ଟିମ୍‌ଗୁଡ଼ିକ ନିଜସ୍ୱ ନେଟ୍‌ ବୋଲରମାନଙ୍କୁ ନେବା ଲାଗି ଯୋଜନା କରିଛନ୍ତି । ଲୋକାଲ୍‌ କ୍ରିକେଟ୍‌ ଖେଳାଳି ପରିବର୍ତ୍ତେ କେତେକ କାରଣରୁ ନିଜର ନେଟ୍‌ ବୋଲରଙ୍କୁ ନେବାକୁ ଏଥର ଟିମ୍‌ଗୁଡ଼ିକ ଅଧିକ ନିରାପଦ ମନେ କରୁଛନ୍ତି । କେତେକ ଟିମ୍‌ର
Read More...

ନାଡା ଓ ୟୁଏଇ ମିଳିତ ଭାବେ କରିବେ ଆଇପିଏଲ୍‌ ଖେଳାଳିଙ୍କ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ : ଚଳିତ ବର୍ଷର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଭାବେ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍‌ ସମୟରେ ଖେଳାଳିମାନଙ୍କର ନିୟମିତ ଡୋପ୍‌ ଟେଷ୍ଟ ହେବ । ଏହି
Read More...

କ୍ୟାମେରାମ୍ୟାନ ରାଜୁ ନାୟକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ରାଶି ସହାୟତା

ଫୁଲବାଣୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ପ୍ରଧାନ ରାଜୁ ନାୟକଙ୍କ ଘରକୁ ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ ଘୋଷଣା କରିଥିଲେ ।ଏଥି ସହ ଆଗକୁ ମଧ୍ୟ ଗଣମାଧ୍ୟମ
Read More...

ଗଜପତିରେ ପୁଣି ୮ ଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ଆଠଗୋଟି ନୂଆ କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜି ଆଠଗୋଟି କରୋନା ପଜିଟିଭଙ୍କ ମଧ୍ୟରୁ ୭ ଟି ପାରଳାଖେମୁଣ୍ଡି ଉପ କାରାଗାରରୁ ହୋଇଥିବା ବେଳେ ଜଣେ ପାରଳା ପୌର ପରିଷଦରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି । ୭ ଜଣଙ୍କୁ
Read More...

ସମ୍ବଲପୁରରେ ଆଜି ୩୮ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୩୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୨୬୯ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମୃତ ଓ ୬୯୩
Read More...

ବଢି ଚାଲିଛି ସଂକ୍ରମଣ, ବୌଦ୍ଧ ଜିଲ୍ଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୩/୮ - ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ
Read More...