ବୌଦ୍ଧ ସହରକୁ ଲେଉଟିଲା କରୋନା : ଆଜି ୨ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ : ଗତକାଲି ବୌଦ୍ଧ ଜିଲ୍ଲାରେ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧ ସହରରେ ଗତ କିଛି ଦିନ ଧରି ପ୍ରତିଦିନ ପଜିଟିଭ ଚିହ୍ନଟ ହେଉଥିଲେ କିନ୍ତୁ ସେଥିରେ
Read More...

ଗଜପତିରେ ପୁଣି ୩୮ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୨୦ ଜଣ,ଗୁମ୍ମା ବ୍ଳକରୁ ୪ଜଣ, ରାୟଗଡ଼ ବ୍ଳକରୁ ୪ଜଣ, ପାରଳା ପୌର ପରିଷଦରୁ ୩ ଜଣ, ମୋହନା ବ୍ଳକରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।
Read More...

କେବେବି ମିଳିନପାରେ କରୋନା ଟୀକା, “ହୁ’ ବିଶ୍ୱବାସୀଙ୍କୁ କରାଇଲା ସତର୍କ

ନୂଆଦିଲ୍ଲୀ : ଗତବର୍ଷ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ମହାମାରୀରେ ଏପର୍ଯ୍ୟନ୍ତ ପାଖାପାଖି କୋଟିଏ ଲୋକଙ୍କୁ ନିଜର ଶିକାର ବନାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି । ଏହି ରୋଗରୁ ବର୍ତ୍ତିବା ପାଇଁ ବିଶ୍ୱର ବହୁଦେଶ ଟୀକା(ଭେକସିନ) ପ୍ରସ୍ତୁତିରେ ଲାଗିପଡିଛନ୍ତି
Read More...

ରାଜ୍ୟରେ ପୁଣି ୧୩୮୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୬୮୧ରେ ପହଞ୍ଚିଛି । ଚିହ୍ନଟଙ୍କ ମଧ୍ୟରୁ ୮୮୯ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬୯୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ରାଜ୍ୟ ସୂଚନା ଓ
Read More...

ରାସ୍ତା ପାର୍ଶ୍ୱ ବନୀକରଣ କଲେ ସ୍ୱେଚ୍ଛାସେବୀ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ପୀତାମ୍ବରପୁର ଗ୍ରାମ ପଂଚାୟତର ଶରଧାପୁର୍ ଗ୍ରାମରୁ ବ୍ରାହ୍ମଣଗାଆଁକୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କରି ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ସ୍ୱେଚ୍ଛାସେବୀ । ଗତକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶରଧାପୁର ଗ୍ରାମର
Read More...

ନଳକୂପ ମରାମତି ନ ହେବାରୁ ବିକଳ୍ପ କୌଶଳ ଆପଣେଇଲେ ଲୋକେ

ବୌଦ୍ଧ : ବଉଦ ବ୍ଲକ୍ ବଢିଗାଁ ଗ୍ରାମପଂଚାୟତ ଗିରାସିଙ୍ଗା ଗ୍ରାମରେ ଥିବା ନଳକୂପ ଦୀର୍ଘ ଦିନ ହେଲା ଅଚଳ ରହିଛି । ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ ସତ୍ତ୍ୱେ ନଳକୂପର ମରାମତି ନ ହେବାରୁ ଲୋକେ ଗୋଟିଏ ବିକଳ୍ପ କୌଶଳ ଆପଣେଇଲେ । ନଳକୂପର ହ୍ୟାଣ୍ଡେଲ୍ କାମ କରୁନଥିବା ଯୋଗୁଁ ଲୋକେ ପାଣି ଆଣିବାକୁ
Read More...

ସୁବର୍ଣ୍ଣପୁର: ଅନେକ କଟକଣା ସତ୍ତ୍ୱେ ବୋଲମାନୁନି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ୧୧୩ ଛୁଇଁଲା

ସୋନପୁର : କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଅନେକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଆଜିପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୧୩ ରେ ପହଞ୍ଚିଛି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ଜଣ ସୁସ୍ଥହୋଇ ନିଜ ନିଜର ଘରକୁ
Read More...

ପରିଚାଳନାରେ ତ୍ରୁଟି: ୧୫ କିଲୋମିଟର ଚାଲି ଚାଲି ଗଲେ ପ୍ରବାସୀ !

ବୌଦ୍ଧ : କରୋନା ମୁକାବିଲାରେ ଅବହେଳା ଓ ଅବ୍ୟବସ୍ଥା ବୌଦ୍ଧ ଜିଲ୍ଲାରେ ନୁଆଁ କଥା ନୁହେଁ l ଗତକାଲି ହରଭଙ୍ଗା ବ୍ଲକରେ ଯାହା ଯେମିତି ଘଟିଲା ତାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ଖୋରାକ୍ ଯୋଗାଇଛି l ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା
Read More...

କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ

ବୌଦ୍ଧ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ଗତକାଲି ମନମୁଣ୍ଡା ଡାକ୍ତରଖାନାର
Read More...

ବୌଦ୍ଧ – ଆଜି ସୁସ୍ଥ ହୋଇ ଘରକୁ ଫେରିଲେ 40 କରୋନା ଆକ୍ରାନ୍ତ

ବୌଦ୍ଧ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା 40 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି l ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା 151 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ପୁର୍ବରୁ 84 ଜଣ ସୁସ୍ଥ ହୋଇ ଘରକୁ
Read More...