ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ଆଲୋଚିତ ନୂତନ ଶିକ୍ଷା ନୀତି

ଫୁଲବାଣୀ:ଶିକ୍ଷା ବିକାଶ ସମିତି ଓଡ଼ିଶା(ଦକ୍ଷିଣ ପୂର୍ବ ସମ୍ଭାଗ)ର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ତା୧୧/୦୮/୨୦ରିଖ ଅପରାହ୍ନ ୪ଟା ସମୟରେ ଜୁମ ଆପ ମାଧ୍ୟମରେ ଆୟୋଜନ କରାଯାଇଥିଲା ।ଉକ୍ତ ଆଲୋଚନା ରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୧୮ଜଣ ସଦସ୍ୟ ଭାଗନେଇ "ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦"
Read More...

ବାଇକ ଦୁର୍ଘଟଣାରେ ନିୟୁଜ7 କ୍ୟାମେରା ମେନ ରାଜୁଙ୍କ ମୃତ୍ୟୁ

ଫୁଲବାଣୀ:ବାଇକ୍‌ ଦୁର୍ଘଟଣାରେ ଆଜି ଫୁଲବାଣୀ ନିଉଜ7 ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶାଶୁଘର ଖଜୁରିପଡାରେ ରାଜୁ ତାଙ୍କୁ ଛାଡି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଏକ ଗଛ ଦେହରେ
Read More...

ଧମା ରେଞ୍ଜ ବଣରେ ବାଳକ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର : ସ୍ଥାନୀୟ ଧମା ରେଞ୍ଜ ଅନ୍ତର୍ଗତ ତବଲୋଇ ଦେଓଗାଁ ସ°ରକ୍ଷିତ ବଣରେ ଆଜି ବାଳକହାତୀର ଏକ ମୃତଦେହ ଉଦ୍ଧାର କରାଯାଇଛି । ଏବିଷୟରେ ସୂଚନା ଦେଇ ସମ୍ବଲପୁର ବନାଧିକାରୀ ଡ଼ା ସଞ୍ଜୀବ କୁମାର କହିଛନ୍ତି ଯେ ପ୍ରାୟ ୩ବର୍ଷ ବାଳୁତ ହାତୀକୁ ଗତ ସୋମବାର ୧୦ ତାରିଖ ଦିନ ଜୀବିତ ଓ ଏକାକୀ
Read More...

ମକଡ୍ରିଲ୍ ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଲେ ଯବାନ

ବୌଦ୍ଧ : ବଲାସିଙ୍ଗାଠାରେ ଥିବା ପଞ୍ଚମ ଆଇ.ଆର.ବି. ବାଟାଲିୟନର ଓଡ୍ରାଫ ୟୁନିଟର ଯବାନ ମାନେ ଆଜି ବଉଦ ମହାନଦୀର ଅପରପାର୍ଶ୍ୱରେ ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡ୍ରାଫ ୟୁନିଟର ଯବାନମାନେ ଆଜି ମକଡ୍ରିଲ୍
Read More...

୪୬ ହଜାର ଟପିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ବଢ଼ିଚାଲିଛି । ଗଲା କିଛିଦିନ ଧରି ପ୍ରତିଦିନ ୬୦ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୬୦ ହଜାର ୯୬୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
Read More...

ଆବର୍ଜନା ଗାଡ଼ିରେ ଓଡ଼ିଆ ମହିଳାଙ୍କ ଶବବୁହା ଘଟଣା: ତାମିଲନାଡୁ ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

ନୂଆଦିଲ୍ଲୀ : ନିକଟରେ ତାମିଲନାଡୁରେ ଜଣେ ଓଡ଼ିଆ ମହିଳାଙ୍କ ମୃତ ଦେହକୁ ଆବର୍ଜନା ବୁହା ଟ୍ରକରେ ବୁହାଯାଇଥିଲା । ଏହା ଏକ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଓକିଲ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର କମିଶନ
Read More...

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ , ଭିଏସସନଗର ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭିଏସସନଗର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋପାମୁଦ୍ରା ଦାସ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଇତିଶ୍ରୀ ଦାଶ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପବିତ୍ର
Read More...

ବଲାଙ୍ଗୀର ଜିଲ୍ଲା ପୁଣି ୩୧ ପଜିଟିଭ ଚିହ୍ନଟ

ବଲାଙ୍ଗୀର : ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ଭିତରେ ଜିଲ୍ଲାରୁ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୩୧ ଜଣ । ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଖ୍ୟା ପହଞ୍ଚିଛି ୭୫୪, ସେମାନଙ୍କ ମଧ୍ୟରୁ ୪୩୦ଜଣଙ୍କ ସୁସ୍ଥ ହୋଇଛନ୍ତି । ୩୨୪ ସକ୍ରୀୟ
Read More...

ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇଦିନ ତିନି ପର୍ଯ୍ୟନ୍ତ ବର୍ଷା ବଢିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମବଙ୍ଗ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହି ବର୍ଷା ସମ୍ଭାବନାକୁ ବଢାଇ ଦେଇଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର
Read More...

ଦୈନିକ ୧ଲକ୍ଷ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍ ଯଦିଓ ତଳମୁହାଁ ହୋଇଛି ତଥାପି ଦୈନିକ ଟେଷ୍ଟିଂ ପରିସରକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏକଲକ୍ଷ ଦୈନିକ କରୋନା ଟେଷ୍ଟ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ
Read More...