ଦାସିଙ୍ଗବାଡ଼ିରୁ ୩ ଚିହ୍ନଟ, ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ିରୁ ପଜିଟିଭ ଚିହ୍ନଟ : ଦାରିଙ୍ଗବାଡ଼ି,ଦାସିଙ୍ଗବାଡ଼ି ଓ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ଅଂଚଳରୁ ୩ଜଣ ପଜିଟିଭ ଏବଂ ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ରାଜସ୍ୱ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି ।
Read More...

କଣ୍ଟିଆପାଲି ଓ ଟିକିରାପଡା ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ଗ୍ରାମ ପଂଚାୟତର କଣ୍ଟିଆପାଲି ଗ୍ରାମରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ ଆଜି ସକାଳ ୭ ଘଣ୍ଟା ଠାରୁ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ସରପଞ୍ଚ ପରିମିତା ସେଠୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ବ୍ଲକ୍
Read More...

୭୪ ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆନ୍ଧ୍ରବ୍ୟାଙ୍କ ନିଯୁକ୍ତି ତାଲିମ କେନ୍ଦ୍ରଠାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଧାର ଟଂକା ମଗାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଅଭିଯୋଗ

ବୌଦ୍ଧ - ମନମୁଣ୍ଡା ଥାନା ଝିଙ୍କର ପାଲି ଗ୍ରାମରେ ଧାର ଟଂକା ମଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହେବା ସହ ହତ୍ୟା ଧମକ ଦିଆ ଯାଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାୟୀ ଝିଙ୍କର ପାଲି ଗ୍ରାମର ରଘୁନାଥ କରଙ୍କ ନିକଟରୁ ଗ୍ରାମର ହିମାଂଶୁ କର ବାର ହଜାର ଟଙ୍କା ଧାର ନେଇ ଥିଲେ l
Read More...

ପନ୍ଦର ବର୍ଷ ହେଲା ରାସ୍ତାକୁ ଅଣଦେଖା ଅଭିଯୋଗ

ବୌଦ୍ଧ -ବଉଦ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମରୁ ମୁଣ୍ଡି ପଦରକୁ ଯାଇଥିବା ପଂଚାୟତ ରାସ୍ତାରେ ପନ୍ଦର ବର୍ଷ ହେଲା ମାଟି କିମ୍ବା ମୋରମ ମୁଠାଏ ପଡି ନଥିବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ମନୁପାଲି ଗ୍ରାମ ପଂଚାୟତର ଡିଗୀ ଗ୍ରାମ
Read More...

ବ୍ଲଡ଼ କ୍ୟାନସର ପିଡିତ ଶିଶୁକୁ ଚିକିତ୍ସା ସହାୟତା ଦାବି

ବୌଦ୍ଧ - ବଉଦ ବ୍ଲକ୍ ବହିରା ଗ୍ରାମ ପଂଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମର ଚାରି ବର୍ଷର ଶିଶୁ ବ୍ଲଡ଼ କ୍ୟାନସର ଭଳି ରୋଗରେ ପୀଡିତ ହେବା ପରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି l ପିତା କାର୍ତ୍ତିକ ବେହେରା ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ଦୀର୍ଘ ଦିନ ଧରି ପୁଅର ଚିକିତ୍ସା ପାଇଁ ବୌଦ୍ଧ
Read More...

ବୌଦ୍ଧ : ଆସନ୍ତା ୭ ଦିନ କୋହଳ ହେବ କଟକଣା

ବୌଦ୍ଧ,୭/୮ - ଜନସାଧାରଣଙ୍କ ଆବଶ୍ୟକତାକୁ ଓ ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଗାମୀ ସପ୍ତାହ ପାଇଁ ଜିଲ୍ଲାରେ ଲାଗୁ ହୋଇଥିବା କଟକଣାକୁ ଟିକିଏ କୋହଳ କରିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ଠାରୁ ୧୬ ତାରିଖ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭
Read More...

କନ୍ଧମାଳରେ ଆଜି ପୁଣି ୧୬କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୭/୮- ଆଜି କନ୍ଧମାଳରେ ପୁଣି ୧୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୭୮୮ରେ ପହଞ୍ଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୪୪୨ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି । ଜିଲ୍ଲାରେ ୩ ଜଣଙ୍କ କରୋନାରେ ମୃତ୍ୟୁ
Read More...

ସରକାରୀ ସୁବିଧାରୁ ବଞ୍ଚିତ ଧାମନଡ଼ଙ୍ଗାବାସୀ

କଣ୍ଟାବାଞ୍ଜି,୭/୮- ସରକାର ଗରିବ ଜନସାଧାରଣଙ୍କ ପେଟକୁ ଆହାର ଲକ୍ଷ୍ୟରେ ଟଙ୍କିକିଆ ଚାଉଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ସେହିପରି ମୁଣ୍ଡ ଗୁଞ୍ଜିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆବାସ ଯୋଜନା ଅଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଅନେକ ଉପକୃତ ହେଉଛନ୍ତି, କିନ୍ତୁ
Read More...

ସବୁ ରେକଡର଼୍ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, : ଭାରତରେ ଦୈନିକ ସଂକ୍ରମଣ ବ୍ରାଜିଲ୍‌ ଓ ଆମେରିକା ଭଳି ଦେଶକୁ ଏବେ ଅତିକ୍ରମ କରିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ ସଂକ୍ରମଣରେ ଏହା
Read More...