ସଫଳତାର ଶୀର୍ଷରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର

ଫୁଲବାଣୀ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷା ଫଳ ଅତ୍ୟନ୍ତ ହୃଦୟସ୍ପର୍ଶୀ
Read More...

ଚାଇନା ଓ ଜାପାନ ଓପନ୍‌ ବାତିଲ

ଟୋକିଓ : ଅନ୍ୟାନ୍ୟ କ୍ରୀଡ଼ା ଭଳି ବିଶ୍ୱ ବ୍ୟାଡମିଣ୍ଟନ କ୍ରୀଡ଼ା ମଧ୍ୟ କରୋନା ଯୋଗୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଗକୁ ଖେଳାଯିବାକୁ ଥିବା ଚାଇନା ଓ ଜାପାନ ବ୍ୟାଡମିଣ୍ଟନ ଓପନ ଟୁର୍ଣ୍ଣାମେଣ୍ଟକୁ ବାତିଲ୍‌ କରିଦିଆଯାଇଛି । କରୋନା ସଂକ୍ରମଣ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି
Read More...

ମାଟ୍ରିକ୍‍ ପରୀକ୍ଷାରେ କିସ୍‌ ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ପାସ୍‌ ହାର ୯୮ ପ୍ରତିଶତ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‌ର ପାସ୍‌ ହାର ୯୮ ପ୍ରତିଶତ
Read More...

୩ ଦିନରେ ସରିଲା ୧୦ବର୍ଷର କାମ

ଦାରିଙ୍ଗବାଡ଼ି : ଗାଁରେ ଦୀର୍ଘ ବର୍ଷ ଧରି ଜମିକୁ ପାଣି ନଥିଲା । ଫଳରେ ଗ୍ରାମରେ ଥିବା ଲୋକଙ୍କ ଜମିରେ ଧାନ ଚାଷ ସମେତ ବିଭିନ୍ନ ଚାଷ କରିବା ପାଇଁ ପାଣିର ସମସ୍ୟା ଉକ୍ରଟ ଭାବରେ ଲାଗିରହିଥିଲା । ଅଂଚଳରେ ସ୍ୱାଭାବିକ ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଗୁଡ଼ିକ
Read More...

ସମ୍ବଲପୁର ନଗରରେ ୨୧ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ସମ୍ବଲପୁର ନଗର ଅଞ୍ଚଳରେ ୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍କଟାପନ୍ନ ହେବାକୁ ଯାଉଛି । ଅନ୍ୟ ପଟେ ଆଶ୍ୱସ୍ତିର ବିଷୟ ହେଲା ଯେ ସମ୍ବଲପୁର ନଗର ବ୍ୟତୀତ ଜିଲ୍ଲାରେ ଆଉ କେଉଁଠାରେ ମଧ୍ୟ ଜଣେ ହେଲେ କରୋନା
Read More...

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ଜିଲ୍ଲାରେ ଦିବ୍ୟଦୀପ୍ତି ହେଲେ ଟପର, ଶ୍ୱେତାପଦ୍ମା ଦ୍ୱିତୀୟ

ବୌଦ୍ଧ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଦିବ୍ୟଦୀପ୍ତି ନାଏକ ୫୪୫ ନମ୍ବର ପାଇ ଜିଲ୍ଲା ଟପର ହୋଇଥିବା ବେଳେ ଲୁଣିବାହାଲ୍ ପଲ୍ଲୀ ବିକାଶ ହାଇସ୍କୁଲର ଛାତ୍ରୀ ଶ୍ୱେତାପଦ୍ମା ସାମଲ ୫୪୦ ନମ୍ବର୍ ପାଇ ଜିଲ୍ଲାରେ ଦ୍ୱିତୀୟ
Read More...

ଦୃଷ୍ଟି ଆଢୁଆଳରେ କଙ୍କଡାପଥର ଝରଣା

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକଟି ଘଞ୍ଚ, ବଣପାହାଡ ଘେରା ଓ ସବୁଜିମାରେ ପରିପୂର୍ଣ୍ଣ । ଏହି ଅଂଚଳରେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଅଟେ । ଅଂଚଳରେ ଶତାଧିକ ଝରଣା ରହିଛି । କିନ୍ତୁ ଏସବୁ ଝରଣା ବର୍ଷାଋତୁ ଆରମ୍ଭରୁ ସକ୍ରିୟ ହୋଇଥାଏ । ବର୍ଷ ତମାମ ପାହାଡରୁ ଝରି ଆସୁଥିବା ପାଣି
Read More...

କିଆକଟା ହାଇସ୍କୁଲରେ ପାସହାର ୭୭.୦୧ ପ୍ରତିଶତ

କିଆକଟା : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ହାଇସ୍କୁଲର ମଧ୍ୟ ଫଳ ସନ୍ତୋଷଜନକ ରହିଛି । ଚଳିତ ବର୍ଷ କିଆକଟା
Read More...

ଗଜପତି ଜିଲ୍ଲାରେ କୋଭିଡ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ୧୭ ଟି ଆମ୍ବୁଲାନ୍ସର ଶୁଭାରମ୍ଭ

ପାରଳାଖେମୁଣ୍ଡି : କରୋନା ପଜିଟିଭ ରୋଗୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା୧୭ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲାର ସମସ୍ତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ ହସ୍ପିଟାଲ ଏବଂ କୋଭିଡ କ୍ୟାୟର
Read More...

ଦୁଇମାସ ହେଲା ଅନ୍ଧାରରେ ମାଲେବାଡ଼ି ଗ୍ରାମବାସୀ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱହୀନତା କାରଣରୁ ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଂଚାୟତ ଅନ୍ତର୍ଗତ ମାଲେବାଡ଼ି ଗ୍ରାମବାସୀ ପ୍ରାୟ ଦୁଇମାସ ହେବ ଅନ୍ଧାରରେ ଜୀବନଯାପନ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଗ୍ରାମବାସୀ ମାନେ
Read More...