ଦୁଇକୋଟି ଟଙ୍କା ପାଇଁ ଅପହରଣ ମାମଲାରେ ୪ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଦେହେରାଦୁନରୁ ରିମାଣ୍ଡରେ ଅଣାଯାଉଛି

ସମ୍ବଲପୁର,୨୭/୭- ଗତ ୧୦ତାରିଖ ଦିନ ଦ୍ୱିପହରରେ ଶାସନ ପାଖ ମୁଖ୍ୟ ରାସ୍ତାରୁ ଏଠାକାର ଜଣାଶୁଣା ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ (୬୩)ଙ୍କୁ ଅପହରଣ କରାଯାଇଥିଲା ଓ ମଧ୍ୟ ରାତିରେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା । ଏହାର ଦୀର୍ଘ ୧୬ଦିନ ପରେ ଗତକାଲି ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି
Read More...

ରାଜ୍ୟରେ ପୁଣି ୧୫୦୩ କରୋନ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୭।୦୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ହନୁମାନ ପଇସା କାରବାରରେ ତିନିଜଣ ଡକାୟତ ଗିରଫ, ୮୦ହଜାର ଟଙ୍କା ଜବତ

ବାଲିଗୁଡ଼ା,୨୭/୭- ହନୁମାନ ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ଫିରିଙ୍ଗିଆ ଥାନା ଅଞ୍ଚଳର ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ
Read More...

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ

ବୌଦ୍ଧ,୨୭/୭ –ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମ ପଂଚାୟତର ଜାଲପାଲି ଗ୍ରାମରେ ବିଦ୍ୟୁତ୍ ବିଭାଗର ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ଟ୍ରାନ୍ସଫର୍ମର ତଳେ କମ୍ ଉଚ୍ଚତାରେ ଥିବା ଫ୍ୟୁଜ ବକ୍ସର ଢାଙ୍କୁଣୀ ନ ଥିବାରୁ କେତେବେଳେ
Read More...

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ହେଲା 132

ବୌଦ୍ଧ - ଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଗତକାଲି 8 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଉ ଜଣେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର ପଜିଟିଭକୁ ମିଶାଇ
Read More...

ଦାରିଙ୍ଗବାଡ଼ି ରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ

ଦାରିଙ୍ଗବାଡ଼ି ୨୬/୭: ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଛି ଡୋରଟୁ ଡୋର ସର୍ଭେ l ଦାରିଙ୍ଗବାଡ଼ିର ସମସ୍ତ ୱାର୍ଡ ରେ ଘରକୁ ଘର ବୁଲି ମେଡିକାଲ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି l ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ ଗଠନ କରାଯାଇଛି l ଟିମ ରେ ଜଣେ ଏଏନଏମ୍
Read More...

ବୌଦ୍ଧଜିଲ୍ଲା ପାଇଁ କଟକଣା ଜାରିକଲା ପ୍ରଶାସନ

ବୌଦ୍ଧ, ୨୬/୭ – ବୌଦ୍ଧଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ପର୍ଯ୍ୟାୟରେ କଟକଣା ଜାରିକରିଛି । ଆସନ୍ତା କାଲି ୨୭ ଓ ୨୮ ତାରିଖ ଦୁଇଦିନ ଧରି ବୌଦ୍ଧଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଓ ବ୍ୟବସାୟିକ
Read More...

କାର୍ଯ୍ୟରତ ଶିକ୍ଷକଙ୍କ ଦେହାନ୍ତ

ଫୁଲବାଣୀ: କନ୍ଧମାଳଜିଲ୍ଲାର ତୁମୁଡିବନ୍ଧ ବ୍ଲକ ମଣ୍ଡଳପଦର କ୍ଲଷ୍ଟର ଅନ୍ତର୍ଗତ ଖମନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପ୍ରହଲ୍ଲାଦ ବଡ଼ସେଠଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଶ୍ୱାସରୁଦ୍ଧ ହୋଇ ଶିକ୍ଷକଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତୁମୁଡିବନ୍ଧ ବ୍ଲକର ତଥା
Read More...

ଏନ୍ କାଉଣ୍ଟରରେ ମାଓବାଦୀ ମୃତ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡ଼ି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ମାଓବାଦୀ ଓ ଆନ୍ଧ୍ରର ଗେହଣ୍ଟ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ହାଡ ର଼୍କୋର ମାଓବାଦୀର ମୃତ୍ୟୁ ଘଟିଛି
Read More...

ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟ ବିଧାନସଭାର ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ଭାରତର ନିର୍ବାଚନ କମିଶନ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ । ତେବେ ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସ ଦୁଇଟି ବିଧାନସଭାର ଉପନିର୍ବାଚନକୁ ଆଖିରେ ରଖି ସଜବାଜ ଆରମ୍ଭ କରିଛି ।
Read More...