ଜାତୀୟ ରାଜପଥ ରେ ମଝି ରାସ୍ତାରେ ଲାଗିଥିବା ଡିଭାଇଡର ପାଲିଟିଛି ମରଣଯନ୍ତା

ଭୁବନେଶ୍ୱର:ପଳାଶୁଣି ହାଟ ସମ୍ମୁଖସ୍ଥ ଜାତୀୟ ରାଜପଥ ରେ ମଝିରାସ୍ତାରେ ଲାଗିଥିବା ଲୁହା ବାଡ଼ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି।କିଛିଦିନ ତଳେ ୨୬ ଜୁନ ରେ ଜଣେ ଲୋକ ସେଇବାଟ ଦେଇ ରାସ୍ତା ପାର ହେଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା
Read More...

ଜାରାପଙ୍ଗ ଗ୍ରାମବାସୀଙ୍କୁ କାଠପୋଲ ଭରସା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ନୂଆପଦର ପଂଚାୟତ ର ଜାରାପଙ୍ଗା ଗାଁ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ଏହି ଉପାନ୍ତ ଅଂଚଳର ଜନସାଧାରଣ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ନା ଅଛି ଶିକ୍ଷା ବ୍ୟବସ୍ଥା ନା ରାସ୍ତା ଘାଟ ନା ପାନୀୟ ଜଳ ବ୍ୟବସ୍ଥା ।ଜାରାପଙ୍ଗାବାସୀଙ୍କୁ
Read More...

କିସରେ ପଢିବେ କନ୍ଧମାଳ ମାଟ୍ରିକ ଟପ୍ପର

ଫୁଲବାଣୀ : କିସରେ ପଢିବେ କନ୍ଧମାଳ ଜିଲ୍ଲା ମାଟ୍ରିକ ଟପ୍ପର ମିନାକ୍ଷୀ ମଲିକ। ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡିବନ୍ଧ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ମିନାକ୍ଷୀଙ୍କ ସଫଳତାର
Read More...

ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍‌ ଡେଲିଭରି ଓ ଠେଲାରେ ବିକ୍ରୀ ପାଇଁ ଅନୁମତି ଦେଲା ପ୍ରଶାସନ

ବୌଦ୍ଧ,୧/୮ - ଆଜିଠାରୁ ଆସନ୍ତା ୯ ତାରିଖ ଯାଏଁ ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ସଟ୍‌ ଡାଉନ୍‌ ଘୋଷଣା କରିଛି । ଉକ୍ତ ସମୟ ମଧ୍ୟରେ ସାଧାରଣ ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସାୟୀ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ । ଆଜିଠାରୁ ଆସନ୍ତା ୬
Read More...

କମଳପୁର ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,୧/୮ - ଆଜି ବୌଦ୍ଧ ବ୍ଲକ୍‌ ତେଲିବନ୍ଧ ଗ୍ରାମ ପଂଚାୟତର କମଳପୁର୍‌ ଗ୍ରାମରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗ୍ରାମ ଓ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ତେଲିବନ୍ଧ ସରପଞ୍ଚ ନଳିନୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୩. ୮.
Read More...

ଶ୍ରମିକ ନିୟୋଜନରେ ବନ ବିଭାଗର ପାତରଅନ୍ତର ଅଭିଯୋଗ

ବୌଦ୍ଧ,୧/୮ - ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସାଂପୋଚ ଗ୍ରାମପଞ୍ଚାୟତର ଶ୍ୟାମସୁନ୍ଦରପୁର୍‌ ଗ୍ରାମ ଗନ୍ଧରପାଲ ଠାରେ ବନବିଭାଗ ତରଫରୁ ବନୀକରଣ କାର୍ଯ୍ୟ ଚାଲୁଅଛି । କରୋନା ପାଇଁ କାମ ଧନ୍ଦା ହରାଇ ଶ୍ରମଜୀବିମାନେ ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ବନୀକରଣ କାର୍ଯ୍ୟରେ ଶ୍ୟାମସୁନ୍ଦରପୁର
Read More...

୪ ପଜିଟିଭ ଚିହ୍ନଟ ପରେ ଜହ୍ନାପଙ୍କ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ : ଆଜି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୪. ୮. ୨୦୨୦
Read More...

ବଲାସିଙ୍ଗା କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ:ଆଜି ବଲାସିଙ୍ଗା ଗ୍ରାମରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମର ଉଭୟ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ବଢିଗାଁ ଗ୍ରାମପଂଚାୟତର ସରପଞ୍ଚ ଅଞ୍ଜଳି ସେଠୀ । ଆଜି ତା ୧. ୮. ୨୦୨୦ ଠାରୁ ତା ୪. ୮. ୨୦୨୦ ପର୍ଯ୍ୟନ୍ତ ବଲାସିଙ୍ଗା ଗ୍ରାମବାସୀ ଘରୁ
Read More...

ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୫୭ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା'ର ଆତଙ୍କ ଜାରି ରଖିଛି । ଏହି ମହାମାରୀ ଦିନକୁ ଦିନ ନିଜର ରେକର୍ଡ ଭାଙ୍ଗିବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ରେକର୍ଡ ୫୭,୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୧୬,୯୫,୯୮୮କୁ ବୃଦ୍ଧି ପାଇଛି । ଏହା ସହିତ ଗତ ୨୪
Read More...

ଆତ୍ମହତ୍ୟା କରିଥିବା ନାବାଳିକା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ: ଅଭିଯୁକ୍ତ ସୁବାଷ ମୁଦୁଲି ଗିରଫ ଓ କୋର୍ଟ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲାକ ଅନ୍ତର୍ଗତ ଦୀନବନ୍ଧୁପୁରର ଚତକା ସାହିରେ ଏକ ଅଭାବନୀୟ ଘଟଣାକ୍ରମେ ଜନୈକା ନାବାଳିକାକୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ । ପରିବାର ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ
Read More...