ବିଡବ୍ଲୁଏଫ୍ ସମ୍ବିଧାନରେ ପରିବର୍ତ୍ତନ

ନୂଆଦିଲ୍ଲୀ : ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍) ତା'ର ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିଛି । ଏହାର ସଭାପତିଙ୍କ କାର୍ଯ୍ୟକାଳକୁ ଚାରି ବର୍ଷରେ ସୀମିତ ରଖାଯାଇଛି । ତା'ସହିତ ପରିଷଦରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପୁରୁଷ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ସଂଶୋଧନ
Read More...

ନିଜ ପଦବୀରୁ ଇସ୍ତଫା ଦେଲେ ସବା କରିମ୍

ମୁମ୍ବାଇ : ବିସିସିଆଇର ଜେନେରାଲ୍ ମ୍ୟାନେଜର (କ୍ରିକେଟ୍ କାର୍ଯ୍ୟ ପରିଚାଳନା) ପଦରୁ ସବା କରିମ୍ ଇସ୍ତଫା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ୨୦୧୭ ଡିସେମ୍ବର ମାସରେ କରିମ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ
Read More...

ଆସନ୍ତକାଲି ଆଇସିସି ବୈଠକ: ଟି-୨୦ ବିଶ୍ୱକପ୍ ବାତିଲ୍ ଘୋଷଣା ସମ୍ଭାବନା

ଦୁବାଇ : ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋଡର଼୍ର ଭର୍ଚୁଆଲ୍ ବୈଠକ ବସୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ର ଭବିଷ୍ୟତ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆଇସିସି ବିଶ୍ୱକପ୍କୁ
Read More...

ଲୁହା ଚକଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ

ଜହ୍ନାପଙ୍କ: ସରକାର ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାସ୍ତାର ସ୍ଥାୟିତ୍ୱ ପାଇଁ ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଅଳ୍ପଦିନ ମଧ୍ୟରେ ଏହି ରାସ୍ତା ଶୋଚନୀୟ ହୋଇପଡୁଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜହ୍ନାପଙ୍କ ଅଞ୍ଚଳରେ ଖରିଫ୍ ଚାଷ ପାଇଁ ଚାଷୀ
Read More...

ସୁବର୍ଣ୍ଣପୁର : ପ୍ରିୟବ୍ରତ ସାହୁ ହେଲେ ଯୁବ କଂଗ୍ରେସ ସଭାପତି

ସୋନପୁର :ଅଖିଳ ଭାରତ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟର ୧୦ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଟାଣୁଆ ଯୁବନେତା ପ୍ରିୟବ୍ରତ ସାହୁଙ୍କୁ ଯୁବ ସଭାପତି ଭାବରେ ନିଯୁକ୍ତ କରିଛନ୍ତି ।
Read More...

ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା ଜୀବନ ହାରିଲେ ରାଣୀ, ମୃତ୍ୟୁ ସହିତ ଲଢେଇ କରୁଛନ୍ତି ଅଞ୍ଜଳି ମୃତ୍ୟୁ ସଂଖ୍ୟା…

ଦାରିଙ୍ଗବାଡ଼ି,୧୯/୭ - ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଜଣେ ଯୁବତୀଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି । ମୃତ ଯୁବତୀଜଣ ହେଲେ ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ଝିଅ ରାଣୀ ଟିକିରି (୨୩) । ଏହି ଘଟଣାରେ ଆଜି
Read More...

ଚଣ୍ଡିଖୋଲରେ ଦୁଇ ଦିବ୍ୟାଙ୍ଗକୁ ମାକ୍ସ ପ୍ରଦାନ କଲେ ଯାଜପୁର ଏସ୍ପି

ଚଣ୍ଡିଖୋଲ : ଲକଡାଉନର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଗ୍ରସ୍ତକରି ଯାଜପୁର ଏସ.ପି.ଚରଣ ସିଂ ମୀନା ପରିଦର୍ଶନ କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ତନଖି କରୁଛନ୍ତି । ରବିବାର ଦିନ ଚଣ୍ଡିଖୋଲ ଛକର ସ୍ଥିତି ପରଖିବାକୁ ହଠାତ ଦିନ ୧୦ଟା ବେଳେ ପହଂଚି ଥିଲେ । ପରିବା ମାର୍କେଟ,
Read More...

ସମ୍ବଲପୁରରୁ ୨୫ ପଜିଟିଭ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ବଲପୁରବାସୀ…

ସମ୍ବଲପୁର,୧୯/୭- ଆଜି ୨୫ଜଣ ପଜିଟିଭ ଚିହ୍ନଟ ହେବାର ଘୋଷଣା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୦୮ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୭୩ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଇତି ମଧ୍ୟରେ ଗୋଷ୍ଠୀ ସଂକ୍ରମଣରେ
Read More...

ରେକର୍ଡ଼: ଦିନକରେ ୭୩୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଏକ ରେକର୍ଡ଼ । ଦିନକରେ ଆଗରୁ ଏତେ ସଂଖ୍ୟକ ପଜିଟିଭ ବାହାରିଥିଲା । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ବଢି ଚାଲିଛି ସଂକ୍ରମଣ, ବୌଦ୍ଧ ଜିଲ୍ଲାରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୯/୭ - ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୭
Read More...