ଗଜପତିରେ ପୁଣି ୪୬ ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୪୬ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ୩ଜଣ, ଗୋଶାଣି ବ୍ଲକରୁ ୮ ଜଣ କାଶୀନଗର ବ୍ଳକରୁ ୬ ଜଣ,ମୋହନା ବ୍ଲକରୁ ୧୬ ଜଣ,ପାରଲା ପୌର ପରିଷଦରୁ ୧୨ ଜଣ ରାୟଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି ।!-->…
Read More...
Read More...