କରୋନା ପ୍ରକୋପକୁ ନେଇ ବଢ଼ୁଛି କେନ୍ଦ୍ରର ଚିନ୍ତା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ି ଚାଲିଥିଲା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୯୩ ହଜାର ୮୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୩୮କୁ ବୃଦ୍ଧି
Read More...

ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା
Read More...

ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି

କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍‌ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ
Read More...

ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି
Read More...

ଲକଡାଉନ ଉଠିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ ଓଡିଶା ଆଗମନ : ରାଜ୍ୟବାସୀଙ୍କ ମନରେ ସଂକ୍ରମଣର ଭୟ !

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜାରି କରି ପ୍ରବାସୀ ଓଡିଆମାନଙ୍କର ଆଗମନ ପରେ ରାଜ୍ୟରେ ସଂକ୍ରମଣର ବୃଦ୍ଧି ନେଇ ସୂଚନା ଦେଇଥିଲେ । ତେବେ ସେଥିପାଇଁ ଆମେ ଡରିବା ନାହିଁ, ସତର୍କ ହେବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ
Read More...

ୟୁଜିସି ଗାଇଡଲାଇନର ତର୍ଜମା ହେବ

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟସ୍ତରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିଛି । କେତେକ ବିଦ୍ୟାଳୟର ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ କରାଯାଇନାହିଁ । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷା ଓ ପ୍ରବେଶିକା
Read More...

କୋଭିଡ-୧୯ ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ଦୁଇଭଉଣୀ

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା'ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ
Read More...

ଇମ୍ରାନ୍ ନଜିରଙ୍କ ଠାରୁ ସେହ୍ୱାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ଭାବିବା ଭୁଲ୍‌: ଅଖତର

ଇସଲାମାବାଦ: ଆଜି ପାକିସ୍ତାନର ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ସୋହେବ ଅଖତର ପାକିସ୍ତାନର ଇମ୍ରାନ୍ ନଜିର ଓ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ସହ ତୁଳନା କରି କହିଛନ୍ତି ଯେ, ଇମ୍ରାନ୍ ନଜିରଙ୍କ ଠାରୁ ସ୍ୱେହାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ବୋଲି ଭାବିବା ଭୁଲ୍ ହେବ । ତାଙ୍କ
Read More...