ଫଳ ଉତ୍ପାଦନ ବୃକ୍ଷରୋପଣ ପାଇଁ ଏମ୍ସିଏଲ୍ ତରଫରୁ ସ୍ୱତନ୍ତ୍ର ଯୋଜନା
ସମ୍ବଲପୁର: ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ ବନ ମହୋତ୍ସବ-୨୦୨୦ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ କି, ଓଡ଼ିଶାର ବିଭିନ୍ନ କୋଇଲା କ୍ଷେତ୍ର ତଥା ନିକଟବର୍ତ୍ତୀ ଅଞ୍ଚଳରେ ୫୫ ହଜାରରୁ ଅଧିକ ଫଳ ଚାରା ରୋପଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।!-->…
Read More...
Read More...