ରିପୋର୍ଟ ନେଗେଟିଭ ଆସିଲେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆଶାବାଦୀ ପୁଅ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମର ୫୨ ବର୍ଷିୟ ପଞ୍ଚୁ ଦନାୟକଙ୍କ ଗତ ଗୁରୁବାର ଦିନ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ଦନାୟକ ରୋଜଗାର କରିବା ପାଇଁ ସୁରଟକୁ କାମ କରିବାକୁ ଯାଇଥିବାରୁ ଶେଷ ସମୟରେ ବାପାଙ୍କ ମୁହଁ ଦେଖି ପାରିଲେ ନାହିଁ । ବାପାଙ୍କ ମ୍ରୁତ୍ୟୁ ଖବର ପରିବାର
Read More...

ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇ ପଡୁଛି । ଉକ୍ତ ରାସ୍ତା ଉପରେ ସମଗ୍ର ରେଙ୍ଗାଲି ଗ୍ରାମ ପଂଚାୟତର ଲୋକ ପଂଚାୟତ କାର୍ଯ୍ୟାଳୟକୁ
Read More...

ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ -କଣ୍ଟାମାଳ ବ୍ଲକ୍ ଝିଙ୍କରପାଲି ଗ୍ରାମରେ ଜଣେ ବୃଦ୍ଧ ଗ୍ରାମ ନିକଟ ନାଳ କୁ ଗଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଝିଙ୍କର କଣ୍ଟାମାଳ ଥାନା ଝିଙ୍କର ପାଲି ଗ୍ରାମର ତହସିଲ ସୁନା ଆଜି ସକାଳେ ଗାଆଁ ନିକଟ ନାଳକୁ ଗାଧୋଇବାକୁ
Read More...

ବୌଦ୍ଧ : ଦିନ ୨ ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ହେବ ସଂପୂର୍ଣ୍ଣ ଲକ୍ ଡାଉନ୍

ବୌଦ୍ଧ,୧୪/୭ - ଜିଲାରେ କରୋନା ସଂକ୍ରମଣ ଦିନକୁଦିନ ବଢୁଥିବାରୁ ଦୋକାନ ବଜାର ଓ ଜନସାଧାରଣଙ୍କ ଚଳପ୍ରଚଳ ସମୟରେ ହ୍ରାସ କରିଛି ଜିଲ୍ଲା ପ୍ରଶାସନ । ଆଜି ଏ ସଂପର୍କରେ ଆଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଆସନ୍ତାକାଲି ଠାରୁ ଜୁଲାଇ ମାସ ଶେଷ ଯାଏଁ ଜିଲ୍ଲାର ସମସ୍ତ ଦୋକାନ
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡେପୁଟି କଲେକ୍ଟର

ବୌଦ୍ଧ,୧୪/୭ - ଗୋଟିଏ ସଡକ ଦୁର୍ଘଟଣାରୁ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶରତ କୁମାର ବାଗ୍ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ଘ.୨. ୩୦ ମିନିଟ ସମୟରେ ବୀରମହାରାଜପୁର - ବିଶିପାଲି - ବୌଦ୍ଧ ରାସ୍ତାରେ ମହିନ୍ଦ୍ରାଟି.ଯୂ.ଭି.
Read More...

ଖୋର୍ଦ୍ଧା ଜିଲ୍ଲା କୋଭିଡ ହସ୍ପିଟାଲ୍ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ

ଖୋର୍ଦ୍ଧା: କୋରୋନା ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଆକ୍ରାନ୍ତ ରୋଗୀ ମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଖୋର୍ଦ୍ଧା
Read More...

କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା ଯୋଗୁ କଷ୍ଟ ପାଇଲେ ଗର୍ଭବତୀ ମହିଳା

ଫୁଲବାଣୀ,୧୪/୭- କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା କାରଣରୁ ଜଣେ ଗର୍ଭବତୀ ମହିଳା କିଭଳି ଅକଥନୀୟ ହଇରାଣ ଅସୁବିଧା ଭୋଗୁଛନ୍ତି ତାହାର ଏକ ଭିଡିଓ ଏବେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ବେଶ ଭାଇରାଲ ହେବାରେ ଲାଗିଛି ! ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସମ୍ପୃକ୍ତ ଗର୍ବଭତୀ
Read More...

କଣ୍ଟେନମେଣ୍ଟ ଜୋନ ପାଇଁ ତଦାରଖକାରୀ ଅଧିକାରୀ ନିଯୁକ୍ତ

ବୌଦ୍ଧ,୧୪/୭ - ଆଜି ବୌଦ୍ଧ ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେ ଅଂଚଳରେ ତଦାରଖ କରିବା ପାଇଁ ଅଧିକାରୀ ନିଯୁକ୍ତ କରିଛନ୍ତି । କଣ୍ଟେନମେଣ୍ଟ ଅଂଚଳରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କୁ ସମସ୍ତ
Read More...