ଆସନ୍ତାକାଲି ସିବିଏସ୍ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ସିବିଏସ୍ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
Read More...

ବିଦାହେଲେ ସଚିନ୍

ଜୟପୁର : ରାଜସ୍ଥାନ ରାଜନୀତି ଆଜି ନାଟକୀୟ ମୋଡ଼ ନେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ପଡ଼ିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଶକ୍ତ ଝଟ୍କା ଲାଗିଛି । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କର ଦୁଇ ଅନୁଗତ ବା ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରୁ
Read More...

ଭିମସାରରେ କରୋନା ପ୍ରବେଶ କଲା: ଆଜି ଦୁଇଜଣ ପଜିଟିଭ ଚିହ୍ନଟ ମଧ୍ୟରୁ ଜଣେ ଡାକ୍ତର

ସମ୍ବଲପୁର : ବାରବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲାପରି ଅନେକ ଆକଟ ଓ ସାବଧାନ ରହିବା ସତ୍ତ୍ୱେ ଆଜି ଏଠାକାର ବଡ଼ମେଡ଼ିକାଲ ଭିମସାରରେ କରୋନା ପ୍ରବେଶ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ଜଣେ ୨୮ବର୍ଷୀୟ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏକି
Read More...

ଅନଲାଇନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଣିକି ଅନଲାଇନ ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଏ ନେଇ
Read More...

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ଉମାଶଙ୍କର ଭୁବନେଶ୍ୱର ନୂଆ ଡିସିପି, ସାଗରିକା ସୁନ୍ଦରଗଡ ଏସପି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆପିଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କୁ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କୋଇଲା ନିର୍ଦ୍ଦେଶକ ଥିବା ଆଇପିଏସ ସତ୍ୟଜିତ
Read More...

ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର :କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ବିଜ୍ଞାନରେ ସ୍କୁଲ୍‍ର ଛାତ୍ର ଅମନ ପାତ୍ର
Read More...

କୋଭିଡ ମୁକାବିଲା : ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍‌ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ…

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ରୀେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ
Read More...

ସମୁଦ୍ରରୁ ମିଳିଲା ମଣିଷ ସଦୃଶ ମାଛ, ଓଠ ଓ ଦାନ୍ତ ଦେଖି ଲୋକଙ୍କ ଉଡିଲା ହୋସ୍‌

ସୋସିଆଲ ମିଡିଆର ୟୁଜର୍ସମାନେ ସବୁବେଳେ ବିଚିତ୍ର ଓ ରହସ୍ୟମୟ ଜୀବଙ୍କ ଦେଖାଇଥାନ୍ତି । ଜୀବଜନ୍ତୁଙ୍କ ଏମିତି କେତେକ ଫଟୋ ଭାଇରାଲ ହେଉଛି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ଏବେ ସୋସିଆଲ ମିଡିଆରେ ମଣିଷ ପରି ଦେଖାଯାଉଥିବା ଏକ ମାଛର ଫଟୋ ଭାଇରାଲ ହେବାର ଲାଗିଛି । ଏହି
Read More...

ମାସେ ମଧ୍ୟରେ ଚିକେନ୍ ବିକ୍ରେତାଙ୍କୁ ସ୍ଥାନ ଯୋଗାଇ ଦେବ ଏନଏସି

ବୌଦ୍ଧ,୧୩/୭ : ରାସ୍ତା ପାର୍ଶ୍ୱରେ ଚିକେନ୍ କାଟିବାକୁ ବୌଦ୍ଧ ଏନଏସି ବାରଣ କରିଥିଲା ଓ କିଛି ଦୋକାନୀମାନଙ୍କୁ ଜରିମାନା ମଧ୍ୟ କରିଥିଲା । ବୌଦ୍ଧ ସହରର ଚିକେନ୍ ବିକ୍ରେତାମାନେ ଗତକାଲି ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପାଇଁ କୌଣସି
Read More...

ପୁରୁଣାକଟକକୁ ୭୨ ଘଣ୍ଟା ସଟ୍‌ଡାଉନ୍ କଲେ ସରପଞ୍ଚ

ବୌଦ୍ଧ,୧୩/୭ : ଆଜି ବୌଦ୍ଧ ଜିଲ୍ଲାରେ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ପୁରୁଣାକଟକର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି । ସେଥିପାଇଁ ଆଜି ଖବର ପାଇବା ପରେ ପୁରୁଣାକଟକକୁ ସ୍ଥାନୀୟ ସରପଞ୍ଚ ଭବାନୀବାଳା କହଁର ଓ ସ୍ଥାନୀୟ ପ୍ରଶାସନ ୭୨ ଘଣ୍ଟା ପାଇଁ
Read More...