ଗ୍ରୀନ୍‌ ଟି ଶୋଇବା ପୂର୍ବରୁ ପିଇବା କେତେଦୂର ଠିକ୍‌ ଜାଣନ୍ତୁ

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। କେହି କେହି ସକାଳେ ଗ୍ରୀନ୍‌ ଟି ପିଇବାକୁ ଭଲ ପାଉଥିବା ବେଳେ କେହି ରାତିରେ ଶୋଇବା ପୂର୍ବରୁ ପିଇଥାନ୍ତି। ତେବେ ଗ୍ରୀନ୍‌
Read More...

ପୁଣି ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଶନିବାର ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର ବେଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟେ ପଶ୍ଚିମବଙ୍ଗରୁ ଫେରିିଥିବା
Read More...

୩ ପରେ ବି ବଢ଼ିବ ଲକ୍‌ଡାଉନ୍ !

ନୂଆଦିଲ୍ଲୀ : ଚାଳିଶି ଦିନ ହେଲା ଲକ୍‌ଡାଉନ୍‌ରେ ଆବଦ୍ଧ ହୋଇ ରହିଥିବା ଭାରତବାସୀଙ୍କ ପାଇଁ ନିସ୍ତାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷିତ ୪୦ ଦିନିଆ ଲକ୍‌ଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହୋଇଯାଉଥିଲେ ମଧ୍ୟ ମହାମାରୀ କରୋନା ନିୟନ୍ତ୍ରଣ ରୋକି ହୋଇପାରୁ ନାହିଁ
Read More...

ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତାର ହାତ ବଢାଇଲେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ନାଇଡୁ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର ନାଇଡୁ ଆଜି ଗଜପତି ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଗଜପତି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି 27,500 ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ କୋରନା
Read More...

ଘରେ ଥାଇ ବି ସଂକ୍ରମିତ ହେଲେ ରାଜ୍ୟର ୧୦୧ ଓ ୧୦୨ତମ କରୋନା ଆକ୍ରାନ୍ତ

ରାଉରକେଲା : ରାଜ୍ୟ ସରକାର ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ବ୍ଲକର ଗୁଡ଼ଗୁଡ଼ଜୋରର ୧୦୧ ଓ ୧୦୨ ନଂ କରୋନା ଆକ୍ରାନ୍ତଙ୍କର ଗସ୍ତ ବିବରଣୀ ଦେଇଛନ୍ତି । ତାହା ଅନୁଯାୟୀ, ୧୦୧ ନଂ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨୪ ତାରିଖ ଯାଏଁ ଘରେ ରହିଥିଲେ। ଏହାପରେ ତାଙ୍କର
Read More...

ମୁଖ୍ୟମନ୍ତ୍ରୀ ଘୋଷଣା : କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର : କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ।
Read More...

ଧୋନି ନା ଯୁବରାଜ, କିଏ ଉନ୍ନତ ପଚାରିବାରୁ ବୁମ୍ରା ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ : ସାରା ବିଶ୍ୱ ଏବେ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ରେ । ଏହି ସଙ୍କଟ ସମୟରେ କ୍ରିକେଟରମାନେ ନିଜର ନିଜର ଘରେ ରହି ସୋଶିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି । ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶିଆଲ୍ ମିଡ଼ିଆରେ ସକ୍ରିୟ ରହିଛନ୍ତି । ବୁମ୍ରା ଭାରତର
Read More...

ଅମାନିଆ ବାହାର ଫେରନ୍ତା, ପ୍ରଶାସନ ନାକେଦମ୍ !

ବୌଦ୍ଧ : ଲକଡାଉନର ୩୦ ଦିନ ପୁରି ଯାଇଥିବା ବେଳେ ନିୟମକାନୁନ୍ ଟିକେ ଢିଲା ଧରିଛି । ଘରଛାଡି କାମଧନ୍ଦା ଅନ୍ୱେଷଣରେ ବାହାର ଅଂଚଳକୁ ଯାଇ ଭୋକଶୋଷରେ ପଡି ରହିଥିବା ଲୋକମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଥିବା ଦେଖିବାକୁ ମିଳୁଛି । ବାହାର ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଲୋକଙ୍କୁ ଫେରାଇ ଆଣିବା
Read More...

ସବୁ କଡ଼ାକଡ଼ି, କ୍ରିକେଟ୍‌କୁ ମାଫ୍‌

କାନବେରା :ଭାରତୀୟ କ୍ରିକେଟ ଦଳ ଡିସେମ୍ବରରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ଖେଳିବାକୁ ଯିବ । କ୍ରିକେଟ ପ୍ରତିଯୋଗିତା ଲାଗି ନିୟମ କୋହଳ, ଏପରି ଏକ ସମ୍ଭାବନା ସୃଷ୍ଟି ହୋଇଛି ଅଷ୍ଟ୍ରେଲିଆରେ । ଏହି ନିୟମ ପୁଣି ଭାରତ ସହ ଟେଷ୍ଟ ସିରିଜ୍ ଖେଳିବାକୁ ନେଇ । ଯଦି ଭାରତ ନଯାଏ କିମ୍ବା
Read More...

ହାତୀ ଉପଦ୍ରବରୁ ଧାନଫସଲ ନଷ୍ଟ

ସମ୍ବଲପୁର: ସ୍ଥାନୀୟ ଚାଷୀଙ୍କ ମୁଣ୍ଡରେ ଏବେ ଗୋଟିଏ ପରେ ଗୋଟିଏ ଚଡକ ପଡୁଛି । କାଳବୈଶାଖୀର ତାଣ୍ଡବଲୀଳା, ଅଦିନିଆ ବର୍ଷା ସାଙ୍ଗକୁ କରାମାଡ ଓ ବର୍ତ୍ତମାନ ହାତୀ ଉପଦ୍ରବରୁ ଧାନଫସଲ ନଷ୍ଟ ହୋଇଛି । ସ୍ଥାନୀୟ ଧମା ଥାନା ଓ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବଦୁଆପାଲିରେ ହାତୀପଲ ଆକ୍ରମଣ ଯୋଗୁଁ
Read More...