ତୈଳ କୂପରେ ଭୟଙ୍କର ବିସ୍ଫୋରଣ

ଗୌହାଟୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ଥିବା ଏକ ତୈଳ କୂପରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ସେଠାରେ କାମ କରୁଥିବା ତିନିଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରେ।।ଲ
Read More...

ନଭେମ୍ବର ସୁଦ୍ଧା ଆସିଯିବ କରୋନା ଟୀକା: ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର ୨୨ ।୭: ମହାମାରୀ କରୋନାର କବଳରେ ସାରା ବିଶ୍ୱ ଛଟପଟ ହେଉଥିବାବେଳେ ଏଥିରୁ କିପରି ମୁକୁଳିପାରିବା ତାକୁ ନେଇ ବିଶ୍ୱବ୍ୟାପୀ ଗବେଷଣା, ତର୍ଜମା ଚାଲିଛି । ଏହି ସନ୍ଦୀକ୍ଷଣରୁ ମୁକୁଳିଯିବା ପାଇଁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ପ୍ରତିଶେଧକ ସ୍ୱରୂପ ସେରମ ଇନଷ୍ଟିଚ୍ୟୁଟ
Read More...

କରୋନା ପାଇଁ ହ୍ରାସ ପାଇବ ପାଠ୍ୟକ୍ରମ

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସ୍କୁଲକଲେଜଗୁଡିକ ଏବେ ଛୁଟି ଅଛି । ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ଏହି ଛୁଟି ଚାଲୁ ରହିବ । ଏହାପରେ ମଧ୍ୟ ସ୍କୁଲକଲେଜଗୁଡିକ ଖୋଲିବ କି ନା ତାହାର ଗ୍ୟାରେଣ୍ଟି ଦେଇହେବ ନାହିଁ । ଏଭଳି ସ୍ଥିତିରେ
Read More...

ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୨ ।୭: ରାଜ୍ୟରେ କରୋନା ମହାମାରୀ ନିଜର କାୟାକୁ ବଢାଇ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପରେ ଖୋରଧା ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ସର୍ବାଧିକ ୯୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ
Read More...

ଗାଁ ନା ହେଲା “ରଙ୍ଗବତୀ’

ଭୁବନେଶ୍ୱର ୨୨ ।୭: ସମ୍ବଲପୁର ଭାଷାରେ ରଚିତ ଓ ସ୍ୱର ତାଳରେ ଗଠିତ ପ୍ରସିଦ୍ଧ ଲୋକଗୀତ "ରଙ୍ଗବତୀ' ବଦଳାଇ ଦେଇଛି ଗାଁର ନା । ଯେଉଁ ଗାଁ ଦିନେ ବିଲୁଙ୍ଗ ନାରେ ପରିଚିତ ଥିଲା ସେହି ଗାଁର ନା ଏବେ ରଙ୍ଗବତୀ ନା'ରେ ପରିଚିତ ହେବ । ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...

ବଲିଉଡର ପାକିସ୍ତାନୀ ଲିଙ୍କ୍ ନେଇ ତଥ୍ୟ ଦେଲେ ବୈଜୟନ୍ତ

ଭୁବନେଶ୍ୱର ୨୨ ।୭: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖୁପାତ୍ର ବୈଜୟନ୍ତ ପଣ୍ଡା ଆଜି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବୈଜୟନ୍ତ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପାଣିପବନରେ ବଢି କିଛି ବଲିଉଡ ବ୍ୟକ୍ତିତ୍ୱ ପାକିସ୍ତାନ
Read More...

୧୧ଜିଲ୍ଲାରେ ମରୁଡି ଆଶଙ୍କା

ଭୁବନେଶ୍ୱର ୨୨ ।୭: ଚଳିତ ବର୍ଷ ସ୍ୱାଭାବିକ ବର୍ଷାଠାରୁ ୧୧ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବାରୁ ମରୁଡି ଆଶଙ୍କା ଦେଖାଦେଇପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମୌସୁମୀ ଋତୁରେ ପୁରୀରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଖୋରଧା,
Read More...

ଆଇପିଏଲ୍ ପ୍ରସଙ୍ଗ: ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ବିସିସିଆଇ

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇରେ ହିଁ ହେବ । ଏଥିପାଇଁ ବିସିସିଆଇ ପ୍ରସ୍ତୁତ । ଏ ନେଇ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବା ସବୁଜ ସଂକେତଙ୍କୁ ହିଁ ଅପେକ୍ଷା । ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର
Read More...

ସୁରକ୍ଷିତ ଅଲିମ୍ପିକ୍ସ ପାଇଁ କରୋନା ଟିକା ଜରୁରୀ

ଟୋକିଓ : ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ସୁରକ୍ଷିତ ରଖିବା ଲାଗି ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଅବ୍ୟର୍ଥ କରୋନା ଟିକା ନିହାତି ଆବଶ୍ୟକ । ସଂକ୍ରମଣ ରୋକିବା ପାଇଁ ଟିକାର ଆବଶ୍ୟକତା ଜରୁରୀ । ଖେଳାଳିମାନେ ଯଦି ସୁରକ୍ଷିତ ନରହିବେ, ତେବେ ଅଲିମ୍ପିକ୍ସ ଭଳି ମେଗା କ୍ରୀଡ଼ା କାର୍ଯ୍ୟକ୍ରମ
Read More...

ହାର୍ପରଙ୍କ ସମୟର ତିକ୍ତ ଅନୁଭୂତି ବଖାଣିଲେ ଧୋନି

ନୂଆଦିଲ୍ଲୀ : ଆଇସିସିର ପୂର୍ବତନ ଅମ୍ପାୟାର ଡାରିନ୍ ହାର୍ପର ଏକଦା ଏକ ଟୁର୍ଣ୍ଣାମେଣ୍ଟ ବେଳେ ଭାରତୀୟ ଖେଳାଳିମାନଙ୍କ ସହିତ କିଭଳି ଭୂମିକା ଗ୍ରହଣ କରିଥିଲେ ସେ ନେଇ ମହେନ୍ଦ୍ର ସିଂ ଧୋନି ଏବେ କିଛି ଚମକପ୍ରଦ କଥା ପ୍ରକାଶ କରିଛନ୍ତି । ୨୦୧୧ ମସିହାରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଚିନ୍
Read More...