ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌, ଜୟା ବଚ୍ଚନ ନେଗେଟିଭ

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି
Read More...

ପାଟଣାଗଡର ଏହି ଅଂଚଳ କଣ୍ଟେନମେଣ୍ଟ ଜୋନ୍

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ଗଡଭିତରରେ ୨୩ ବର୍ଷିୟ ଯୁବକ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ନମ୍ବର ୱାର୍ଡର ୨୩ ବର୍ଷର ଯୁବକ ଜଣକ କିରିଗିସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଆଜି ତାର କରୋନା ଟେଷ୍ଟ ପଜିଟିଭ ବାହାରିବାରୁ
Read More...

ଘନୀଭୂତ ହେଉଛି ରାଜସ୍ଥାନ ସରକାରଙ୍କ ସଙ୍କଟ

ଜୟପୁର : ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ପ୍ରତି ଦେଖାଦେଇଥିବା ସଙ୍କଟ ଅଧିକ ଘନୀଭୂତ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ବଞ୍ଚାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଜେପି ସରକାର ଭାଙ୍ଗି କ୍ଷମତା ଦଖଲ କରିବା ଲାଗି
Read More...

କରୋନାକୁ ନେଇ ଆଉ ଏକ ସମସ୍ୟା: ସୁସ୍ଥ ହେବା ପରେ ବି ଦେଖାଯାଉଛି ଲକ୍ଷଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ତଥା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ବଡ଼ ସମସ୍ୟା ଦେଖାଦେଇଛି । ଆକ୍ରାନ୍ତ ହେଉଥିବା ଲୋକମାନେ ସୁସ୍ଥ ହେବା ପରେ ବି ସେମାନଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ଯାହା ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି
Read More...

ଭୟଙ୍କର ହେଉଛି ଦୈନିକ ସଂକ୍ରମଣ ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ଭୟଙ୍କର ହୋଇଉଠିଛି । ଏବେ ଏହା ୨୯ ହଜାର ଆଡକୁ ଗତି କରିଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୨୮ ହଜାର ୬୩୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିନକରେ ଏତେ ସଂଖ୍ୟକ ରୋଗୀ କେବେବି ଚିହ୍ନଟ ହୋଇନଥିଲେ । ତେଣୁ
Read More...

ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌରପରିଷଦ ପକ୍ଷରୁ ବଜାର ନିକଟରେ ଦୁଇ ଚକିଆ ଓ ଚାରି ଚକିଆଯାନ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ରହିଛି । କିନ୍ତୁ ଲୋକେ ବଜାରକୁ ଆସିଲେ ଦୁଇଚକିଆ ଯାନ ବିଭିନ୍ନ ଦୋକାନ ସମ୍ମୁଖରେ ବା ବଜାରକୁ ଯିବା ମୁଖ୍ୟ ରାସ୍ତାରେ
Read More...

ବେଲପଡାରେ ଡବଲ ମର୍ଡର, ୮ ଗୁରୁତର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡାଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଟ୍ରାକ୍ଟର ଭଡା ଟଙ୍କା ନେଣାଦେଣାକୁ ନେଇ ଡବଲ ମର୍ଡର ଘଟିଛି । ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡରୁ ହଣାକଟାରେ ଚାଲିଗଲା ବାପପୁଅଙ୍କ ଦୁଇଟି ଅମୂଲ୍ୟ ଜୀବନ । ମୃତକ ମୋତିଲାଳ ବନଛୋର(୫୮) ଓ ତାଙ୍କ ପୁଅ
Read More...

ଗଜପତିରେ ପୁଣି ୧୯ଟି କରୋନା ପଜିଟିଭ ଚିହ୍ନଟ

ଗଜପତି ରେ ପୁଣି ୧୯ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୁମ୍ମା ବ୍ଳକରୁ ୨ ଜଣ, ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୪ ଜଣ ଓ ପାରଳା ପୌରପରିଷଦ ରୁ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା ପଜିଟିଭ
Read More...

ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ପୁଣି ୩ଜଣ ଜୀବନ ଏହି ବିଶ୍ୱ ମହାମାରୀ କରୋନା ରୋଗରେ ଯାଇଛି । ମୃତକ ତିନି ଜଣ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ
Read More...

ଅବକାରୀ ବିଭାଗର ଚଢ଼ାଉ ଧର୍ମକୁ ଆଖି ଠାର : ଦାରିଙ୍ଗବାଡ଼ିରେ ଓଡି-୧୨ କାରବାର ବୃଦ୍ଧି

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ଧର୍ମକୁ ଆଖିଠାରସଦୃଶ୍ୟ ହୋଇଛି କ୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର (କୋଡ ୱାର୍ଡ -ଓଡି-୧୨ -ଓନଲି ଦେଶୀ ବାର) ବହୁ ମାତ୍ରାରେ ବୃଦ୍ଧି ପାଇଛି । ଯାହା ଫଳରେ ବର୍ତ୍ତମାନ ଲୋକଙ୍କ ପାଖରେ କାମ
Read More...