କିସ୍ ପକ୍ଷରୁ ହରିଶଙ୍କର ମନ୍ଦିର ପରିସରରେ ମାଙ୍କଡ ମାନଙ୍କୁ ଖାଦ୍ୟ ପ୍ରଦାନ

ଖପ୍ରାଖୋଲ – ପୃଥିବୀର ପ୍ରସିଦ୍ଧ ଧର୍ମପୀଠ, ପବିତ୍ର ତୀର୍ଥକ୍ଷେତ୍ର, ଗନ୍ଧମାର୍ଦ୍ଦନ ହରିଶଙ୍କର ତୀର୍ଥସ୍ଥଳୀଟି କରୋନା ମହାମାରୀ ଜନିତ ଲକଡାଉନ ଯୋଗୁଁ ଖାଁ ଖାଁ ଲାଗୁଛି । ଭକ୍ତ, ଶ୍ରଦ୍ଧାଳୁ କିମ୍ବା ତୀର୍ଥ ଯାତ୍ରୀ ଆସୁନାହାନ୍ତି । ମନ୍ଦିରରେ ଅର୍ଣ୍ଣଭୋଗ ହେଉନାହିଁ କି ତୀର୍ଥ ଯାତ୍ରୀ
Read More...

ଗୁହାଳ ପାଲଟିଛି ଅସମ୍ପୂର୍ଣ୍ଣ ସ୍କୁଲ୍ ଗୃହ

ବୌଦ୍ଧ,୧୧/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ହରେକୃଷ୍ଣପୁର ଗ୍ରାମରେ ଥିବା ଆଦିବାସୀ ଉନ୍ନୟନ ବିଭାଗର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଏକ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହ ଗୋରୁ ଗୁହାଳରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ବହୁ ବର୍ଷ ତଳେ ହରଭଙ୍ଗା ପଂଚାୟତ ସମିତି ତରଫରୁ ନୂତନ
Read More...

ପାଞ୍ଚ ବର୍ଷ ହେଲା ଅନ୍ଧାରରେ ଫୁରୁଡା ଗ୍ରାମବାସୀ

ବୌଦ୍ଧ,୧୧/୭ - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ପାଞ୍ଚ ବର୍ଷ ଧରି ଅନ୍ଧାରରେ ଅଛନ୍ତି ବଉଦ ବ୍ଲକ୍ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଫୁରୁଡା ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ପାଞ୍ଚ ବର୍ଷ ତଳେ ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ ଟ୍ରାନ୍ସଫରମର କୌଣସି କାରଣରୁ
Read More...

କୋଭିଡ ନିୟମ ଉଲ୍ଲଙ୍ଘନ,ଦୁଇ ଜଳଖିଆ ଦୋକାନକୁ ବନ୍ଦ କଲା ପ୍ରଶାସନ

ବୌଦ୍ଧ,୧୧/୭ - ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନ ଓ ଜନସାଧାରଣ ମାନଙ୍କ ଉପରେ ଚଢାଉକରି ଜୋରିମାନା ଆଦାୟ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିନଥିବା ଦୁଇଟି ଜଳଖିଆ ଦୋକାନକୁ ୩ ଦିନ ପାଇଁ
Read More...

ବୌଦ୍ଧ ଜିଲ୍ଲାରେ ସଟ୍ ଡାଉନ ହେବା ନେଇ ଗୁଜବ

ବୌଦ୍ଧ,୧୦/୭ - କରୋନା ମହାମାରୀ ରାଜ୍ୟରେ ଘୋ ଘୋ ହୋଇ ବଢୁଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରଶାସନ ସଟ୍ ଡାଉନ ଘୋଷଣା କରିସାରିଲେଣି । ଆମର ସମସ୍ତ ପଡୋଶୀ ଜିଲ୍ଲା ମାନଙ୍କରେ ମଧ୍ୟ ସାପ୍ତାହିକ ଶନିବାର ଓ ରବିବାର ସଟ୍ ଡାଉନ ଆରମ୍ଭ ହୋଇ ଯାଇଛି । ଅନ୍ୟ ଜିଲ୍ଲା ମାନଙ୍କ ଭଳି
Read More...

ରାସ୍ତାକଡ ମାଂସ ଦୋକାନ ଉପରେ ଚଢାଉ, ଜୋରିମାନା ଆଦାୟ

ବୌଦ୍ଧ,୧୦/୭ – ଆଜି ବୌଦ୍ଧ ସହରରେ ଥିବା ରାସ୍ତା କଡ ମାଂସ ଦୋକାନ ଗୁଡିକ ଉପରେ ବୌଦ୍ଧଗଡ ଏନ.ଏ.ସି.ତରଫରୁ ଚଢାଉ କରି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ୬୮୫୦ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏ ଚଢାଉ ଆଗାମୀ ଦିନରେ ମଧ୍ୟ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।
Read More...

ଏସାର ପେଟ୍ରୋଲ ଟାଙ୍କିରେ ଗ୍ରାହକ ଠକାମୀ ର ଶିକାର ! ଟାଙ୍କିରେ ମାପ ଓ ଓଜନ ବିଭାଗର ଚଢ଼ାଉ, ଘଟଣାକୁ ଚାପିଦେବାକୁ…

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି l ଯାହାଫଳରେ ଗତକାଲି ସନ୍ଧ୍ୟାରେ ତରଫରୁ ଜିଲ୍ଲା ମାପ ଓ ଓଜନ ବିଭାଗ ଇନ୍ସପେକ୍ଟର ସାଗରିକା ସାବତ ଏସାର ଟାଙ୍କିରେ ଚଢ଼ାଉ କରିଥିଲେ l
Read More...

ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଦୁବେ ନିହତ

କାନପୁର : କିଛିଦିନ ତଳେ ଆଠଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଛି । ଗତକାଲି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଥିଲା । ଗିରଫର ଦିନକ ପରେ ଏଭଳି ଘଟଣା ଘଟିଛି । ଏହି ଏନ୍କାଉଣ୍ଟରକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି
Read More...

ଏସିଆର ସର୍ବବୃହତ ସୌରଶକ୍ତି ପ୍ଲାଣ୍ଟ ଲୋକାର୍ପିତ

ନୂଆଦିଲ୍ଲୀ : ଭାରତକୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିର୍ଭରଶୀଳ କରିବା ଦିଗରେ ଦେଶ ଆଉ ପାଦେ ଆଗକୁ ଯାଇଛି । ଆଜି ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ବା ପ୍ଲାଣ୍ଟ ଲୋକାର୍ପିତ ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଛନ୍ତି ।
Read More...

ଲଦାଖ୍ ସ୍ଥିତିର ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ : ଗତ କିଛିଦିନ ମଧ୍ୟରେ ଲଦାଖ୍ର ଏଲ୍ଏସିରେ ସ୍ଥିତି ପୂର୍ବାପେକ୍ଷା ବହୁମାତ୍ରାରେ ସୁଧୁରିଛି । ଚୀନ୍ ସୈନ୍ୟମାନେ ଏକାଧିକ ପାଟ୍ରୋଲିଂ ପଏଣ୍ଟରୁ ହଟିଯାଇଛନ୍ତି । ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Read More...