ପରିବେଶ ସଚେତନତା ଓ ଚାରା ବଣ୍ଟନ
ବୌଦ୍ଧ - ବୌଦ୍ଧ ବନଖଣ୍ଡ ତରଫରୁ ବନ ମହୋତ୍ସବ ସପ୍ତାହ ପରେ ସମଗ୍ର ଜିଲ୍ଲାରେ ପରିବେଶ ସଚେତନତା ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ରଥ କରି ଗାଆଁ କୁ ଗାଆଁ ବୁଲି ମାତ୍ର 1 ଟଂକା ମୂଲ୍ୟରେ ବହୁ ଉପାଦେୟ ଗଛର ଚାରା ବଣ୍ଟନ କରାଯାଉଛି l ଗତକାଲି କଣ୍ଟାମାଳ ରେଞ୍ଜ ଅଧିନ ବରଗାଁ!-->…
Read More...
Read More...