ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ୫୨୭ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସାଂଘାତିକ ଆଡକୁ ଗତି କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା କରୋନା ସ୍ଥିତିକୁ ନିୟନ୍ତ୍ରଣ କରିପାରୁନାହିଁ । ରାଜ୍ୟର କେତେକ ଜିଲ୍ଲାରେ ସଟଡାଉନ ବଳବତ୍ତର ଥିବା ବେଳେ ଆଉ କେତେକ ଜିଲ୍ଲାରେ!-->…
Read More...
Read More...