ଶ୍ରାନିକେତାରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…
ଦାରିଙ୍ଗବାଡି,୨୮/୭: ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତର ସ୍ଥାନୀୟ ଅଞ୍ଚଳରୁ ସୋମବାର ଦିନ ୨ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ର ଚିନ୍ତା ବଢିଯାଇଛି l ଚିହ୍ନଟ ୨ଜଣଙ୍କ ମଧ୍ୟରେ ଜଣେ ୩୧ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୨ବର୍ଷର ଝିଅ ରହିଛି l ଏହା ଜଣା ପଡ଼ିବ ପରେ ଗତ!-->…
Read More...
Read More...