କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଲରାମ ମନ୍ଦିର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା
ଢେଙ୍କାନାଳ,୬ ।୭ - ଢେଙ୍କାନାଳ ଜିଲ୍ଲା ମ୍ୟୁନସିପାଲଟିର ଶ୍ୟାମାଚରଣପୁର ଅଞ୍ଚଳରେ ଜଣେ ୭୧ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଅନ୍ୟ ଏକ ଜଟିଳ ରୋଗରେ ଆକ୍ରନ୍ତ ହୋଇଥିବା ଯୋଗୁ ଚିକିଚ୍ଛା ନିମନ୍ତେ ଭୁବନେଶ୍ୱର ଠାରେ ଥିବା ଏଆଇଏମଏସ ହସ୍ପିଟାଲକୁ!-->…
Read More...
Read More...