ଗାତରୁ ଖୋଳି ଶବକୁ ପୋଡିଲେ ଗ୍ରାମବାସୀ

ବୌଦ୍ଧ : ମୃତ୍ୟୁର ଦିନକ ପରେ ଗାତ ଖୋଳି ପୋତି ଦିଆଯାଇଥିବା ଏକ ଶବକୁ ଆଣି ପୁଣି ଗ୍ରାମବାସୀ ନିଆଁରେ ପୋଡିଥିବା ଖବର ଏବେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ତିଲେଶ୍ୱର ଅଂଚଳରେ ।ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମର ଭରତ ଜେନାଙ୍କ ସ୍ତ୍ରୀ ବିମଳା
Read More...

ଏସଏଚଜି ସାହାଯ୍ୟରେ ଜୈବ ଉତ୍ପାଦିତ ପନିପରିବା ଯୋଗାଣ

ସମ୍ବଲପୁର :କଟକଣା ବଳବତ୍ତର ଯୋଗୁଁ ଅନେକ ଲୋକେ ତାଜାତଟକା ପନିପରିବା କିଣିପାରୁ ନାହାନ୍ତି । କିଛି ଅଞ୍ଚଳରୁ ଏପରି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇଛି ଓ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଙ୍କୁ ଏଥିପାଇଁ ନିୟୋଜିତ କରୁଛି । ଓରମାସ ଓ ଓଢଣା ଆଜୀବିକା
Read More...

ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ :ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ସଦ୍ୟତମ ସୂଚନା ଅନୁଯାୟୀ ରାଜ୍ୟରେ ଆଉ ଦୁଇଜଣ କୋଭିଡ୍‌-୧୯ ପଜିଟିଭ୍ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଆଜି
Read More...

ଅମାନିଆଙ୍କ ପାଇଁ ପୁଲିସର କଠୋର ଆଭିମୁଖ୍ୟ

ସମ୍ବଲପୁର :ଲକଡାଉନ କୁ କଡାକଡି ଭାବରେ ପାଳନ କରିବା ପାଇଁ ନିରନ୍ତର ପ୍ରଶାସନିକ ଅନୁରୋଧ ସତ୍ତ୍ୱେ କିଛି ଲୋକେ ଏହାପ୍ରତି ଆଦୌ ଭୃକ୍ଷେପ କରୁ ନାହାନ୍ତି । ଆଜି ସକାଳ ୭ଟା ରୁ ଏଥିପାଇଁ ନୂଆ କଟକଣା ଲାଗୁ କରାଯାଇଛି । ଏଥି ଅନୁସାରେ ସକାଳ ୭ଟା ରୁ ମଧ୍ଯାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର
Read More...

ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା ଅଞ୍ଚଳରେ ସାବୁନ୍ ଏବଂ ମାସ୍କ୍ ବିତରଣ ଅଭିଯାନ

ଲାଞ୍ଜିଗଡ଼ : ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ମାସ୍କ୍ ଏବଂ ସାବୁନ୍ ହସ୍ତାନ୍ତର କରାଯାଇଛି । ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ୧୫୦୦୦ରୁ ଊଦ୍ଧ୍‌ର୍ ମାସ୍କ୍ ତଥା ୧୦୦୦୦ରୁ ଊର୍ଦ୍ଧ୍ୱ ସାବୁନ୍ ଅଞ୍ଚଳରେ ବିତରଣ କରିଥିବା ବେଳେ ବେଦାନ୍ତ
Read More...

ଅପ୍ରେଲ୍ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି

ଭୁବନେଶ୍ୱର : ବିଶ୍ୱରେ କୋଭିଡ୍‌-୧୯ ତାହାର କରାଳ ରୂପ ଦେଖାଇ ଚାଲିଥିବା ବେଳେ ଦେଶ ଏପରିକି ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଏପରି ସ୍ଥିତିରେ ମଣିଷ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇ ରାଜ୍ୟ କ୍ୟାବିନେଟ୍ ନଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ।
Read More...

ଡ୍ରୋନ ସାହାଯ୍ୟରେ ସ୍ଥିତି ନିରୀକ୍ଷଣ

ସମ୍ବଲପୁର :କରୋନା ସ°କ୍ରମଣ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଘୋଷିତ ଲକଡାଉନକୁ ତୃତୀୟ ସପ୍ତାହରେ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି । ଏହି ସନ୍ଦର୍ଭରେ ସ୍ଥିତି ନିରୀକ୍ଷଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ଯାମେରାର ଉପଯୋଗ କରୁଛି । ଏହାଦ୍ବାରା
Read More...

କରୋନା ମୁକାବିଲା ପାଇଁ ସହାୟତା ହାତ ବଢାଇଲେ ପୂର୍ବତନ ପୌରାଧ୍ୟକ୍ଷଙ୍କ ଝିଅ ପିତାମ୍ବରୀ

ପାରାଦ୍ୱୀପ :ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାରତରେ ତା'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହି ଦୃଷ୍ଟିରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶ ତଥା ରାଜ୍ୟରେ ଆର୍ଥିକ ସଂକଟ ଦେଖାଯାଇଛି । ସେହିପରି କରୋନା
Read More...

କୋଭିଡ୍‌-୧୯ ଖର୍ଚ୍ଚ ପାଣ୍ଠି ପାଇଁ ସୋହେବ ଦେଲେ ଏପରି ମତ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱ କରୋନା ଭଳି ମହାମାରୀରେ ଗ୍ରାସି ରହିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପାଣ୍ଠି ଆବଶ୍ୟକ ପଡୁଛି । ତେଣୁ ପ୍ରତ୍ୟେକ ଦେଶରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ସହାୟତାର ସୂଅ ଛୁଟୁଛି । ଏଭଳି ସ୍ଥିତିରେ ଆହୁରି ଅଧିକ ପାଣ୍ଠି ଯୋଗାଡ଼
Read More...

ପାରଳା ବିଧାୟକ କେ ନାରାୟଣ ରାଓ ମେଡ଼ିକାଲ କର୍ମଚାରୀ ଓ ରୋଗୀଙ୍କୁ ଖାଦ୍ୟ,ଫଳ,ପାଣି ବୋତଲ ପ୍ରଦାନ କଲେ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପାରଳା ବିଧାୟକ କେ ନାରାୟଣ ରାଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଉପସ୍ଥିତ ରୋଗୀ ମାନଙ୍କୁ ଖାଦ୍ୟ ଫଳ, ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରିଛନ୍ତି।ତତ ସଙ୍ଗେ ସଙ୍ଗେ କହିଛନ୍ତି ଆମ ଜିଲ୍ଲାରେ ଚିକିତ୍ସା ବିଭାଗର କର୍ମଚାରୀ
Read More...