୫ଟି ସଚିବଙ୍କ ଢେଙ୍କାନାଳ କୋଭିଡ ହସ୍ପିଟାଲ ପରିଦର୍ଶନ

0 92

ଢେଙ୍କାନାଳ: ଗତ ୧୩ ତାରିଖରେ ଢେଙ୍କାନାଳ ପୁରୁଣା ଡାକ୍ତରଖାନାରେ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଥିଲା । ୧୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହେଲଥ ସେଣ୍ଟରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଆଜି ୫ଟି ସଚିବ ଭି. କେ ପାଣ୍ଡିଆନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କୋଭିଡ-୧୯ ହସ୍ପିଟାଲ ଭିତ୍ତିଭୂମି ପରିଦର୍ଶନ କରିବାସହ ସମୀକ୍ଷା କରିଛନ୍ତି ।

hiring

ହେଲିକେପ୍ଟର ଯୋଗେ ମୁଖ୍ୟ ଷ୍ଟାଡିୟମରେ ଓହ୍ଲାଇବା ପରେ କାର ଯୋଗେ ହସ୍ପିଟାଲକୁ ଯାଇଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ପରିଚାଳନା ସଂପର୍କିତ ସମୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

14 − 4 =