ଫୋନ୍ ପେ’ରେ ଠକେଇ, ୫ ହଜାର ଟଙ୍କାର ଲୋଭ ଦେଖାଇ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୮୮ହଜାର ଟଙ୍କା
ଦାରିଙ୍ଗବାଡି: ଦାରିଙ୍ଗବାଡ଼ି ବ୍ଲକରେ* କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଫୋନ ପେ’ ଆପରେ ୪,୯୯୯ ଟଙ୍କା ପାଇବା ଲୋଭ ଦେଖାଇ ଶିକ୍ଷକଙ୍କ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ୮୮,୯୦୪ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି କିରିକୁଟୀ!-->…
Read More...
Read More...