ହୀରାକୁଦ ଜଳଭଣ୍ଡାରରେ ବର୍ଷାଜଳ ପ୍ରବେଶ ଆରମ୍ଭ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଜି ପ୍ରଥମକରି ବର୍ଷା ଜଳ ପ୍ରବେଶ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟା ରେ ଏହାର ଜଳସ୍ତରରେ ୦.୪୮ଫୁଟ ବୃଦ୍ଧି ହୋଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୨୯ଫୁଟ ରେକର୍ଡ କରାଯାଇଛି ଓ ୨୪ଘଣ୍ଟା ପୂର୍ବେ ଏହା ୬୦୭.୮୧ଫୁଟ ରହିଥିଲା । ଏବିଷୟରେ!-->…
Read More...
Read More...