୧୨କେଜି ୩୦୦ଗ୍ରାମ୍ ଗଞ୍ଜେଇ ସହ ମୋଟରସାଇକେଲ ଜବତ,ଚାଲାକାରୀ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ସହ ମୋଟରସାଇକେଲ ଜବତ । ଘଟଣାରେ ଜଣେ ଚାଲାଣକରୀକୁ ଗିରଫ କରିବାସହ ଚାଲାଣକାରୀ ନିକଟରୁ ୧୨କେଜି ୩୦୦ ଗଞେଇସହ ନଗଦ ୧୦ହଜାର ପାଞ୍ଚଶହ ଟଙ୍କା ଜବତ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା!-->…
Read More...
Read More...