ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ : ତିନୋଟି ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା
Read More...

ଆଇଏମ୍ଡ଼ିର ପୂର୍ବାନୁମାନ : ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ

ନୂଆଦିଲ୍ଲୀ : ଗତ ଜୁନ୍ ଓ ଜୁଲାଇ ମାସରେ ପୂର୍ବାନୁମାନ ଅନୁସାରେ ବୃଷ୍ଟିପାତ ହେଲାନାହିଁ । ଏହି ଦୁଇମାସରେ ଦେଶରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଯେଉଁଥିପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଏଭଳି ପୂର୍ବାନୁମାନ
Read More...

ସାଇକୋ କିଲର ନାରାୟଣ ଗିରଫ

ଭୁବନେଶ୍ୱର : କଟକ ଟ୍ରିପଲ ମର୍ଡର ଭାବେ ଅଭିଯୁକ୍ତ ଭାବେ ଦର୍ଶାଯାଉଥିବା ନୟାଗଡର ନାରାୟଣ ସାହୁକୁ ଆଜି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ କଟକ ଡିସିପି ଅଖିଲେଶ ସିଂ କହିଛନ୍ତି ଯେ, ନାରାୟଣ ତିନୋଟି ହତ୍ୟାକାଣ୍ଡରୁ ଦୁଇଟିରେ ସଂପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି
Read More...

ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା

ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ
Read More...

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି ।
Read More...

ଦାରିଙ୍ଗବାଡି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ସିମନବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଦାରିଙ୍ଗବାଡି ଅଞ୍ଚଳକୁ ଅପରାଧ ମୁକ୍ତ କରିବାସହ ଟ୍ରାଫିକ୍ ସମସ୍ୟା କିପରି ଦୁର କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ଏହି
Read More...

କନ୍ଧମାଳରେ ପୁଣି ମାଓ ପୋଷ୍ଟର

ଦାରିଙ୍ଗବାଡି : କନ୍ଧମାଳରେ ପୁଣି ମାଓ ପୋଷ୍ଟର । ମାଓବାଦୀଙ୍କ ସହିଦ୍ ସପ୍ତାହର ଚତୁର୍ଥ ଦିନରେ ଦାରିଙ୍ଗବାଡି ଥାନା ସିମନବାଡି ବଜାରରେ ଦେଖିବାକୁ ମିଳିଛି ବା.ଘୁ.ନା.(ବାସଧାରା ଘୁମୁସର ନାଗାବଳୀ) ଡିଭିଜନର ପୋଷ୍ଟର । ଆଜି ସକାଳୁ ସିମନବାଡି ବଜାରର ଗୋଟିଏ ଦୋକାନ ବାରଣ୍ଡାରେ ହାତଲେଖା
Read More...

ଚର୍ଚ୍ଚାରେ ‘ଦେବଦାସ’

ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଚର୍ଚ୍ଚା ଲାଗି ରହିଛି । ଏ ଫିଲ୍ମଟିକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ପ୍ରଥମତଃ ଏହା ଏକ ବ୍ୟୟବହୁଳ ସିନେମା । ଫିଲ୍ମରେ ଉଭୟ ଅପେକ୍ଷାକୃତ ନୂଆମୁହଁ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଏକାଠି କରିଛନ୍ତି ପ୍ରଯୋଜକ,
Read More...

ଶ୍ରାବଣ ମାସର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ମାନ୍ୟତା ରହିଛି । ଶାସ୍ତ୍ରରେ ମଧ୍ୟ ଶ୍ରାବଣ ମାସକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହି ମାସ ଜୁଲାଇ ଓ ଅଗଷ୍ଟ ମାସରେ ଆସେ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜା କରାଯାଇଥାଏ । ଏହା ହିନ୍ଦୁ ପଚାଙ୍ଗର
Read More...

ମଧ୍ୟକ୍ରମକୁ ଅଯଥାରେ ଟାର୍ଗେଟ୍ କରାଯାଉଛି: ବିରାଟ କୋହଲି

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ ମଧ୍ୟକ୍ରମକୁ ନେଇ ତୀବ୍ର ସମାଲୋଚନା ଚାଲିଛି । ଏଭଳି ସମାଲୋଚନାକୁ ଅଧିନାୟକ ବିରାଟ କୋହଲି ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟକ୍ରମକୁ ନେଇ ସମୀକ୍ଷକମାନେ କାହିଁକି ଏତେ ସମାଲୋଚନା
Read More...