ଘରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ବୌଦ୍ଧ : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଂଚଳରୁ ୧ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆମ୍ବଝରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଳିପଡା ଗ୍ରାମର ଉମେଶ ନାୟକଙ୍କ ଘରେ କିଛି ଗଞ୍ଜେଇ ବାହାରକୁ ଚାଲାଣ ପାଇଁ ଗଚ୍ଛିତ ଥିବା ଖବର!-->…
Read More...
Read More...