ଦୁର୍ଘଟଣାରେ ବନପାଳଙ୍କ ପରଲୋକ
ଦଶପଲ୍ଲା : ଡ୍ୟୁଟି ସାରି ଏକ ଜରୁରୀ କାମରେ ଘରକୁ ଫେରୁଥିଲେ । ମାତ୍ର ଘରଠାରୁ ଅଳ୍ପକିଛି ଦୂରରେ ଏକ ଗଛରେ ପିଟିହୋଇ ଜଣେ ବନପାଳଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବାଣିଗୋଛା (ପୂର୍ବ) ବନାଞ୍ଚଳର ଢିପିସାହି ସେକ୍ସନରେ କାର୍ଯ୍ୟରତ ବନପାଳ ତରୁଣସେନ୍!-->…
Read More...
Read More...