ଗଞ୍ଜେଇ ଚାଷ ପାଇଁ ଗୋବର ଖତର ଚାହିଦା ବୃଦ୍ଧି
ବୌଦ୍ଧ : ମୌସୁମୀ ଆସିବା ପୂର୍ବରୁ ବଣଜଙ୍ଗଲ ମଧ୍ୟରେ ଲୁଚିଛପି ଗଞ୍ଜେଇ ଚାଷ କରୁଥିବା ଚାଷୀ ଓ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ଚର୍ଚ୍ଚା ହେଉଛି । ଯୋଗାଯୋଗ ନଥିବା ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବାରୁ ମୌସୁମୀ ପୂର୍ବରୁ ହିଁ ଚାଷ ଉପକରଣ ଅଗମ୍ୟ ଅଞ୍ଚଳରେ ପହଞ୍ଚାଇବା ପାଇଁ କାମ ଆରମ୍ଭ!-->…
Read More...
Read More...