ବୌଦ୍ଧକୁ ଫେରିଛନ୍ତି ୧୧୯୩ ପ୍ରବାସୀ ଶ୍ରମିକ
ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଗତ ୩ ତାରିଖରୁ ୨୦ ତାରିଖ ସକାଳ ୧୦.୩୦ ମି. ସୁଦ୍ଧା ବାହାର ରାଜ୍ୟରୁ ୧୧୯୩ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକର ୨୫୧ଜଣ, ହରଭଙ୍ଗା ବ୍ଲକର ୪୬୧ଜଣ, କଣ୍ଟାମାଳ ବ୍ଲକର ୪୫୬ଜଣ ଓ ବୌଦ୍ଧ ସହରାଞ୍ଚଳର ୧୬ଜଣ!-->…
Read More...
Read More...